Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ରତ୍ନାକର ଚମ୍ପୂ (ଚୌପଦୀ ରତ୍ନାକର) (14) ରାଧା ରାଗ - କେଦାର - ତ୍ରିପଟା ଢାଳେ ଜୀବନ ନେବ ସ୍ମର ହଟିଲା ରେ (ଘୋଷା) ଢକକା ବାଜି ବ ଟି ବ୍ରଜେ, ଅସତୀ ବୋଲି ସହଜେ ପ୍ରାଚୀଠଉଁ ଅନ୍ଧକାର ତୁଟିଲା ରେ(1) ଢୋକିବାକୁ ବିଷ ଚିତ୍ତ, ହେଉଛିରେ ...
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ-ପ କବିସୂର୍ଯ୍ୟ ବଳଦେବ ରଥ ରାଗ -ଭୈରବ ପ୍ରିୟ ସହି, ପରମାଦ ବଡ ତୁହି ଗୋ ପାରୁ କେତେ ଛନ୍ଦେ ମୋହି ଗୋ(ପଦ) ପରମପଦରେ ଦେଇ ଜାଣୁ ତୁ ବସାଇ, ପୁଣି ତ ହୁଁ ଜାଣୁ ତଳାତଳକୁ ଖସାଇ ପାସୋରାଇ ମନୁ ନାନା କଦନ ଖସାଇ, ପୀଡୁ ...
ଦ ରାଗ-ଭଟିଆରି ରେ ଦୁଃଖୀଧନ, ଦମ୍ଭ ଦେଖିବାକୁ ସିନା କଲି ଛନ, ଦୁଃଖମୟ ନ କର ସରସ ମନ(ପଦ) ଦୂରୁ ମୁଁ ଯିବାର ଜାଣି ହରି, ଦରିଦ୍ର ନିଧି ହରିଲା ପରି, ଦ୍ୱିଗୁଣ ଆଦରେ ପ୍ରମୋଦନଦରେ ମଜ୍ଜି ଘେନି ଗଲେ କର ଧରି(1) ଦୟାଜରଜର କରି ଚିତ୍ତ, ଦନ୍ତବାସେ ...
ଭାବନା ସବୁ ନିସ୍ବ ହୋଇ ପଡିଥିବା ବେଳେ ... ଜୀବନ ମୋର ତା ଅସ୍ତିତ୍ବ ଖୋଜୁଥିବା ବେଳେ .. ମାଗିଥିଲି ଇଶ୍ୱରଙ୍କୁ ତାଙ୍କ ସତ୍ତାରୁ ଟିକିଏ . ସ୍ନେହ ଭରା ପରସ ତୁମ ପାଇଁ ମୋ ମଥାରେ .. ପାଇଛି ମୁଁ ଇଶ୍ୱରଙ୍କୁ ତୁମ ରୂପରେ ... ...
ସେ ବର୍ଷା ଯଦି ବର୍ଷା ହୋଇଛି, ତେବେ ଏ, ମାଟି' ଶୁଖିଲା କାହିଁକି, ଓଦା ହୋଇଛି ମୁଁ ଯଦି, ଏ ଋକ୍ଷତା କାହିଁକି. କଣ ଇଏ ସେଇ ବର୍ଷା??? ଯିଏ ଅଦିନିଆ-ଅମାନିଆ ପବନ ସହ ଧସେଇ ପଶିଥିଲା, ଯାହାର ଧସେଇ ପଶିବା ଫ ସେଇଦେଇ , ...
ଅଧା ପେଟ ଖାଇ ତୁ ଶୋଇ ପଡ଼ୁ, ମତେ କରିବାକୁ ଖୁସି, ମୁଁ ସିନା ହସେ ପେଟ ପୁରେଇ, ତତେ ସେଠି ମିଳେ ଆତ୍ମ ସନ୍ତୋଷି। ତୁ ସିନା ରାଗୁ ମୋ ଉପରେ ମିଛିମିଛିକ।, ମୁଁ ରାଗେ ତୋ ଉପରେ ସତୀ ସତିକା, କେତେ ଅଳି ମୁଁ ନ କରେ, କେତେ ଝଗଡ଼ା ମୁଁ ନ ଲଗାଏ ...
ଗଳାମାଳି ,,,,,,,,,,,,,,,, ତୁମେ ଅର୍ପଣରେ ତୁମେ ତର୍ପଣ ରେ ତୁମେ ବି ମୋ ହାତ ପାପୁଲିରେ ଏଇ ମୋ ଦେଶ ସୁନାର ଭାରତବର୍ଷ ସୁଷମାରାଜି ତାର ଜୀବନ୍ତ ସ୍ପର୍ଶ ସେଇ ମାଟି ମାଆ ସେଇ ଆମ ସାହା ଉତ୍କଳ ଜନନୀ ବନ୍ଦନୀୟା ଆହା ଆମ ମାଆ ...
କେଦାର ନାଥ ସିଂହ ପତ୍ର ପରି ଗପୁଡ଼ି ଦଳ ପରି ଚୁପ୍ ବାଙ୍ଗରା ଚୀନା ଭିକ୍ଷୁଟିଏ ସେ ଲୋକେ କହନ୍ତି ଚୀନା ବାବା କାହାକୁ ଜଣା ନାହିଁ ସେ କେବେ ଅଇଲେ ରାମାଭାର ସ୍ତୂପକୁ ଜାଣିବା ବି ଜରୁରୀ ନ ଥିଲା ତାଙ୍କ ପାଇଁ ଏତିକି ହିଁ ଢେର ସ୍ତୂପ ଉପରେ ଠିଆ ...
ସେଇଠି ଛାଡ଼ିଆସିଛି ଡେଣା ଯେଉଁଠି କାହାର ସ୍ୱପ୍ନ ଉଡ଼ିବାକୁ ଆତୁର, ମୋର ସବୁଉଡ଼ାଣ ନିଶାକୁ ପର କରିସଜେଇ ଦେଇଛି ଡେଣାରେ। ସେ ଡେଣା ଆବୋରିଧରିଛି ମୋର ଆଖିହଳକ, ମୁଁ ଯାହା ଆଖିର ଛାଇ ସହ ଆଖିମିଶେଇ ପାରୁନି! ସେ ଡେଣା ନେଇ ଯୋଉ ଆତୁର ...
ଶୁଭନାରାୟଣ ଶତପଥୀ ଆସରେ ପିଲାଏ ହୋଇଲା ବେଳ ଯାତ୍ରା ଦେଖି ଯିବା ସେ ଫୁଲଦୋଳ । ଫୁଲ ଝୁଲଣ ଓ କୁଞ୍ଜକାନନ ବସନ୍ତି ସେଠାରେ ଗୋପ ନନ୍ଦନ । ଗୋପନନ୍ଦନ ସେ ଶ୍ରୀ ଗୋପିନାଥ ବସି ଦେଖୁଥାନ୍ତି ମହାଭାରତ । ମଳୟ ପବନ ଓ ବସନ୍ତ ରାସ ଆହା କି ସୁନ୍ଦର ସେ ...
ମହାସ୍ମୀତା ଟୋପାଏ ସିନ୍ଦୂର ଶଙ୍ଖା ଦି ପଟି ନଦେଲେ ତ ମତେ ନାହିଁ ଚାହିଁ ମୁଁ ବସିଛି ତୁମ ହାତେ ମୋର ଜୁଇ ତ ଜାଳିବା ପାଇଁ ତୁମ ଅଗଣାକୁ ଯାଇ ପାରିଲିନି ସବାରୀରେ ବଧୂ ହୋଇ ଛଅ ଖଣ୍ଡ କାଠ ମୋ ପାଇଁ ଅଧିକ ମଶାଣୀରେ ମୋ ପାଇଁ ମାଗୁନାହିଁ ମୁଁ ଆଉ ...
ଅନ୍ନଦା ଶଙ୍କର ରାୟ (୨) ଛୋଟ ଏ ଜୀବନ ବୋଲି ଦୁଃଖ ନାହିଁ ତ, ଯଉବନ ବିହୁନେ ମୋ ସୁଖ ନାହିଁ ତ l ହିମ ନ ହେଉଣୁ ଗାଲେ ତପତ ତୁମ, ବାସି ନ ହେଉଣୁ ଗଳେ ସଜ କୁସୁମ । ଯଉବନ ସାଥେ ଯାଉ, ଜୀବନ ମୋର, ଜରା ଚୋର ସାଥେ ଆସୁ ମରଣ ଚୋର। ଫୁଲ ଝଡ଼େ, ଫୁଲ ...
କାଣ୍ଡ ନଥାଇ ମୁଣ୍ଡେ ମୁକୁଟ ମାଣ୍ଡି ସୁନ୍ଦର ଦିଶେ, ସପୁରି ଫଳରଜକୁ ଆମେ ଖାଇଲେ ଦେହେ ମିଶେ | ଆମର ତେବେ ଅଶେଷ ହିତ ହୁଅଇ ଏବେ ଜାଣ, ମାଂସପେଶିକୁ ଆମ ଦେହରେ କରାଇଥାଏ ଟାଣ | ଜୀବନସାର ‘ଖ’ ଭରପୁର ସେ ତନ୍ତୁରେ ଭରା ଫଳ, ଫୁସଫୁସକୁ ସଫା ...
ଶ୍ରୀମତୀ ଶୈଳବାଳା ପାଣିଗ୍ରାହୀ ଯାଆରେ ମନ ଯାଆ ଉଡି ଯାଆ ଝରି ଗାଆଁକୁ ଝରି ଗାଆଁରେ ଦେକିବୁ ପ୍ରକୃତିର ମାଆକୁ l ଝର ଝର ଝରଣା ତା ପାଦର ନୂପୁର ବାଳ ଅରୁଣର ଆଭା ତା ମଥା ସିନ୍ଦୁର ସବୁଜ ବନାନୀ ଶାଢୀ ଢାଙ୍କି ହୋଇ ଅଙ୍ଗେ ପୁଲକିତ ମନ ପ୍ରାଣ ...
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ସବୁଦେଇ ଶୂନ୍ୟ କରିଅଛ ମୋତେ ପୂରାଅ ସକଳ ଦେଇଣ ନେଲ ମୋତେ ହରି ନେଲ ମୋତେ ଧରି ଜୀବନେ ବଞ୍ଚାଇ ମାରିଣ ନେଲ ଗୁଣ, ଜ୍ଞାନ ନେଲ କର୍ମ, ଧ୍ୟାନ ଧନ, ମାନ, ବିଦ୍ୟା-ଭୂଷଣ ଦୁଃଖ ହେଲା ମୋର ଚିର ସହଚର ନିତି ତ ...