Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ଯାହାକୁ ରଖିବେ ଅନନ୍ତ ******************** ଜୀବନ ଓ ମୃତ୍ୟୁ ଗୋଟିଏ ବୃକ୍ଷ ର ଦୁଇଟି ଶାଖା ସଦୃଶ । ଏନ୍ତୁଡିଶାଳ ରୁ ମଶାଣି ଯାଏଁ ଚେନାଏ ବାଟ ର ଦୂରତା । ଏ ଜୀବନ ଏକ ପାଣି ଫୋଟକା ସଦୃଶ । କେତେବେଳେ ଯେ ପାଣିରେ ...
ଇପ୍ସିତ ପୁରୁଷ ¤¤¤¤¤¤¤¤¤¤¤¤¤¤¤ ନାଲି ଗୋଲାପ ଟେ ଆଣିଲି ରଂଗ ରକତ ପରି ପାଖୁଡ଼ା ରେ ଆଙ୍କି ବସିଲି ହେଲା ହୃଦ କାହାରି କିଏ ସେଇ ରାଜକୁମର ଯିଏ ଧରିବ ହାତ କାହା ଘରେ ଯାଇ ରାନ୍ଧିବି ଚୂଲି ମୁଣ୍ଡରେ ଭାତ ପାଇବି କାହାର ପରଶ ହେବି ...
କଲେଜ ଜୀବନରେ ଅନେକ ଛୋଟ ବଡ ଅନୁଭୁତି ଥାଏ କିଛି ମନେ ରହେ କିଛି ଭୂଲି ହୋଇଯାଏ ।ମୋ ଜୀବନର ଏକ ଘଟଣା ପ୍ରକାଶ କରୁଛି ।ମୁଁ ପିଜି କରିବା ସମୟରେ କିଛି ସ୍କୁଲ ର ସାଙ୍ଗ ମାନଙ୍କ ଠାରୁ ଗୋଟେ ଘଟଣା ଶୁଣି ଭାରି ଉତ୍ସାହିତ ଥାଏ ।ମୋ ସାଙ୍ଗ ମାନେ ...
ସଂଖ୍ୟପରେ କୁମ୍ଭମେଳା "କୁ୍ମ୍ଭ" ଭାରତୀୟ ଆଧ୍ୟାତ୍ମିକବାଦ ଚିନ୍ତାଧାରା ର ଏକ ମେରୁଦଣ୍ଡ । ଭାରତୀୟ ପରମ୍ପରା ତଥା ସନାତନ ଧର୍ମ ର ଧାର୍ମିକ ଦୃଷ୍ଟିକୋଣରେ କୁମ୍ଭ ର ମହତ୍ତ୍ଵ ଅବର୍ଣ୍ଣନୀୟ । ବିଲୁପ୍ତ ପ୍ରାୟ ସନାତନ ଧର୍ମ କୁ ପୁଣି ଥରେ ...
କାଲି ସାନ୍ଧ୍ୟ ଭ୍ରମଣ ରୁ ଫେରିବା ବାଟରେ ରାସ୍ତା ରେ ସୁଜିତ୍ ସହ ଦେଖା ହେଲା।ସାଥିରେ ମିନତୀ ଭାଉଜ ଓ ସେମାନଙ୍କ ୨ ବର୍ଷ ର କୁନି ଝିଅ ବି ଥିଲେ।ତେବେ ଗୋଟିଏ କଥା ମୋର ଦୃଷ୍ଟି ଆକର୍ଷଣ କଲା ତାହା ହେଉଛି ସେହି କୁନି ଝିଅଟିର ଚପଳାମି। ସେ ...
ଜୀବନ କୁ ନେଇ ତ କାହାଣୀ ଅନେକ।କିଛି କହିହୁୟେ ଆଉ କିଛି ଚୁପ୍ ରହି ସହିବାକୁ ପଡ଼ିଥାଏ।ନିଜ ଇଛା ଆଉ ଖୁସି କୁ କେବେ ଜଳାଞ୍ଜଳି ଦେଇ ,ଆଉ କେବେ ସମାଜ ,ପରିବାର ର ନାଲି ଆଖିକୁ ଡରି।ନାରୀ ଟେ ଚୁପ୍ ରହିଥାଏ।କାହିଁକି ନା କିଏ କୁହେ ସେ ...
ଅମଣିଷ ଜୀବନ କେତେ ମୂଲ୍ଯବାନ ଆଉ ମଣିଷ ଜୀବନ ପାଇବା ଏତେ ସହଜ ନୁହେଁ ବୋଲି ଆମେ ସଭିଏଁ ଜାଣିଛେ। ଏସବୁ ଜାଣିବା ପରେ ବି ଟ୍ରାଫିକ ର ନିୟମ ନମାନି ବେପରୁଆ ହୋଇ ଗାଡି ଚଳାଇ ନିଜ ଜୀବନ କୁ କେତେ ଜଣ ...
ଗଳ୍ପ - କରୋନା କଣ୍ଟ୍ରୋଲ ରୁମ ଓ ଲାଭଖୋର ଦୋକାନୀ ଶେଷଦେବ ଜଣେ ଦୋକାନୀ I ସେ ଗାଁ ରେ ଗୋଟିଏ ଦୋକାନ I ସେ ସେହି ଅଞ୍ଚଳ ର ବଡ଼ ଦୋକାନୀ I ଦୋକାନ ରେ ଫଳମୂଳ ,ପନିପରିବା ସହ ବିଭିନ୍ନ ନିତ୍ୟ ବ୍ୟବହାଯ୍ୟ ଜିନିଷ ବିକ୍ରିକରି ଥାଏ I ...
ପ୍ରେମରେ ରାଜିନାମା କାହାକୁ ଭଲପାଇବାଟା କଅଣ ଭୁଲ୍? ଆଉ କାହାକୁ ଭଲ ପାଇ ତା' ସହ ସାରା ଜୀବନ ଗୋଟିଏ ନିବିଡ଼ ସଂପର୍କ ରେ ବାନ୍ଧି ହେବା ପାଇଁ ଚାହିଁବା କ' ଣ ଭୁଲ୍? କ'ଣ ଭୁଲ୍ ଆଉ କ'ଣ ଠିକ୍ ସେ ନିଜେ ...
ଗଳ୍ପ - ଅବିଶ୍ୱାସ ! (ସତ୍ୟ ଘଟଣା ) ମୋ ଜଣେ ସାଙ୍ଗ ସତ୍ୟପ୍ରିୟ I ସାଙ୍ଗେ ପଢ଼ୁଥିଲୁ ତେଣୁ ସମ୍ପର୍କ ଆଜି ବି ନିବିଡ଼ I ଆଜି ବି ଆମ ବନ୍ଧୁତ୍ୱ କୁ ନେଇ ଉଭୟ ଗର୍ବ କରୁ I ତାହାର ଲୋକ ଙ୍କ ପ୍ରତି ବ୍ୟବହାର ଆଚରଣ ଏତେ ଭଲ ଯେ ସମସ୍ତେ ତାଙ୍କୁ ...
"ଆତ୍ମା ର ବୟାନ" , କାହାଣୀର ନାମଟି ଶୁଣି ଲେ ଯେତିକି ଆଶ୍ଚର୍ଯ୍ୟ ଲାଗିବ, ଆହୁରି ରହସ୍ଯଜନକ ସେହି ଝିଅ ଟିର ମ୍ରୃତ୍ୟୁ। ପ୍ରଥମାଷ୍ଟମୀ ଦିନ ଥାଏ। ଜୁହୀ ଘରର ବଡ଼ ଝିଅ। ନୂଆ ପୋଷାକ ପିନ୍ଧି, ସଜବାଜ ହୋଇ ସାଇକେଲ୍ ରେ କୋଉ ସାଙ୍ଗ ଘରକୁ ...
ବାବୁକୁ ସେତେବେଳେ ବୟସ ପ୍ରାୟ ୭-୮, ବାବୁ ସ୍କୁଲରୁ ମାମୁଁ ଘରକୁ ଫେରିବା ସମୟରେ ସହରର ସେଇ ପୁରାତନ ବାଳିକା ବିଦ୍ୟାଳୟର କାନ୍ଥକୁ ଲାଗି କିଛି ପିଲା ରୁଣ୍ଡ ହେଇ କିଛି ଦେଖୁଥିବାର ପ୍ରାୟ ଲକ୍ଷ୍ୟ କରେ। ପିଲାମାନେ ଜାଣିଶୁଣି କାନ୍ଥର କିଛି ...
ମର୍କତ ନଗର ନାମକ ଏକ ରାଜ୍ୟ ଥିଲା । ସେହି ରାଜ୍ୟରେ ଶମ୍ଭୁକେଶ ନାମକ ଜଣେ ରାଜା ଥାଆନ୍ତି । ସେ ରାଜା ବହୁତ ବିଳାସ ବ୍ୟସନରେ କାଳାତିପାତ କରୁଥାଆନ୍ତି । ସେ ରାଜାଙ୍କର ହାତୀ ଦାନ୍ତର ପଲଙ୍କ ଥିଲା । ସେ ପଲଙ୍କରେ ମଖମଲି ଗଦି । ଗଦିରେ ପୁଣି ...
ନାଁ ଟି ତାର ସଂପୂର୍ଣ୍ଣା.ନାମକରଣ ସମୟରେ ଗାଁ ପଣ୍ଡିତେ, କନ୍ୟାରତ୍ନ ର ନାମ ସ ଅକ୍ଷରରେ ସୁଝିଛି କହି ସଂପୂର୍ଣ୍ଣା ରଖିଥିଲେ.କହନ୍ତି ପରା ନାଁ ଅନୁଯାୟୀ ମଣିଷ ର ଚରିତ୍ର ଓ ଆଚରଣ. କାଳିଆ କୃପାରୁ ଝିଅଟି ସର୍ବଗୁଣ ଅଳଂକୃତା,ସର୍ବଗୁଣ ...
. ଅଭୁଲା ସ୍ମୃତି ବୋଧେ କେଉଁ ଜନ୍ମ ରେ ଅତି ନିବିଡ ସମ୍ପର୍କ ଟିଏ ଥିଲା ନହେଲେ ଅଜଣା ରାଇଜେ କାଇଁ ତୁମେ ନିଜର ଲାଗିଲ ଏବଂ ଆଜି ମୋ ନିସଙ୍ଗତା ର ଛାୟାସଙ୍ଗିନୀ ହୋଇ ରହିଛ । ...