Pratilipi requires JavaScript to function properly. Here are the instructions how to enable JavaScript in your web browser. To contact us, please send us an email at: contact@pratilipi.com
ମରୁ ବାଲି କି’ବା ମଣିଷ ଜୀବନ ? ସତେକି ଫୁଲର ଶେଜ, ସୁଖ ଭୁଞ୍ଜି ଭୁଞ୍ଜି ମଣିଷ ମାନଙ୍କ ବଞ୍ଚିବା ଏତେ ସହଜ । ସୁଖ ଦୁଃଖ ଆଉ ହସ ଲୁହ ଭରା ଅଟେ ମଣିଷ ଜୀବନ, ଖାଲି ଦୁଃଖ ଆଉ ସୁଖ ମିଳିବାଟା ସତେ’ ବି ସାତ ସପନ । ଦୁଃଖ ପରେ ସୁଖ ସୁଖ ପରେ ଦୁଃଖ ...
ମହାସ୍ମୀତା। ଏ ମଣିଷ ଆଜି ଅମଣିଷତାର ପରିଚୟ ନିଜେ ଦିଏ ନିଜସ୍ଵାର୍ଥ ପାଇଁ ଏ ମଣିଷ ବି ତଳକୁତ ଖସିଯାଏ କାହା ଲୁହ ମୂଲ ହିସାବ ରଖେନି କାହାରି ଦେଖେନି ସୁଖ ଆଜିକାଲି ଏଇ ମଣିଷ ପୁଣି ଯେ କାଟେ ଆପଣାର ବେକ ନିଜ ପାଇଁ ନିଜେ ସୁଖ ବାଛୁଥାଏ ଆନ ...
ଚା ଗ୍ଳାସ ******** ଠିକ ଚା' ଗ୍ଳାସ ପରି ଅନିମାଁର ଜୀବନ କ୍ଷଣିକ ଆନନ୍ଦରେ ବିମୋହିତ ହୋଇଥିଲା । ଚା ଯେମିତି ପିଇବା ପୂର୍ବରୁ ଖୁବ ଆକର୍ଷିତ କରିଥାଏ ମନକୁ , ଆଉ ପିଇ ସାରିବା ପରେ ଖାଲି ଗ୍ଲାସ ହୋଇ ପୁଣି ଆଶା କରିଥାଏ ଆଉ ...
(ଚୌପଦୀ ରତ୍ନାକର) (3) ରାଧା ରାଗ – ଗୁର୍ଜରୀ - ନିଃସାରୀ ତାଳ ଗୁମାନ କରିବା ବୃଥା ରେ ସଙ୍ଗିନୀ, ଗୁମାନ କରିବା ବୃଥା ଗତି ତ ନ ଥିବ ଘନଶ୍ୟାମ ବିନୁ ଖଣ୍ଡିବାକୁ କାମବ୍ୟଥା(ଘୋଷା ଗରବ ପରବ ଚନ୍ଦ୍ରମାକୁ ନିନ୍ଦେ ଯେଉଁ ଶୀରିମୁଖ ଦ୍ୟୁତି ଗଲେ ...
ବନ୍ଦ କର ମନ୍ଦ ଖେଳ..... ******************** ବନ୍ଦକର ଭାଇ ମନ୍ଦ ଖେଳ ତୁମ ମକରନ୍ଦ ହୃଦ କନ୍ଦରେ ଦେଇ, ଛନ୍ଦ,କପଟକୁ ନିନ୍ଦ ଅରିନ୍ଦମ ପୁଣ୍ୟ ତରବାରୀ କାନ୍ଧରେ ଥୋଇ । ଭୁଲିଗଲ କିବା ପୂରୁବ ଐତିହ୍ୟ ...
ପାଦରେ ପାଉଁଜି ଅଳତା ନାଇ ମୁଁ କାହା ବାଟ ଚାହିଁ ରହେ ଅଭିସାରିକା ମୁଁ ତାରା ଅଗଣାରେ ଜହ୍ନର ଗଜଲ୍ ଗାଏ ଶେଫାଳୀ ଫୁଲର ଗଜରାରେ ମୋର ନିତି ବାନ୍ଧୁଥାଏ ଗଭା ମଳୟ ଆସଇ ବସନ୍ତ ସାଥିରେ ଋତୁରାଜ କରେ ଶୋଭା ଭଗ୍ନ ହୃଦୟ ମଗ୍ନ ମନ ମୋ କାହା ...
ଅଜିତ୍ କୁମାର ସେଠୀ ଜହ୍ନକୁ ପଚାରିଲି କଇଁ ପାଇଁ ଏତେ ତମ ଦରଦ କାହିଁକି ? ଜହ୍ନ କହିଲା ଥରୁଟିଏ କାହାକୁ ମନ ଦେଇ ଦେଖ ଆପେ ଆପେ ସବୁ ବୁଝିଯିବ l ସାଗରକୁ ପଚାରିଲି ନଈକୁ କୋଳେଇ ନେବାକୁ ଏତେ ତମେ ବ୍ୟାକୁଳ କାହିଁକି ? ସାଗର କହିଲା ଥରୁଟିଏ ...
ନିଃସ୍ୱାର୍ଥ କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ଆସୁଅଛି ଜୀବନର ଗୋଧୂଳି ସମୟ ନେପଥ୍ୟେ ରହି କୀନାଶ ଦେଖାଉଛି ଭୟ ।। ଅନ୍ତକ ଆଗ୍ରହେ କରେ ଗ୍ରହଣ ଆହ୍ୱାନେ ଇହଲୀଳା ତେଜି ଯିବି ତୁମ୍ଭର ଭବନେ ।। କିପାଁ ସାଧ୍ୱସ ଦେଖାଅ ଭୀରୁ ଭାବି ମୋତେ ...
ପ୍ରେମୋଦୟ ଚମ୍ପୂ କବି ସୂର୍ଯ୍ୟ ବଳଦେବ ରଥ (ଚୌପଦୀ ପ୍ରେମୋଦୟ ) (୧୪) ରାଧା ରାଗ - କେଦାର - ତ୍ରିପଟା ଢାଳେ ଜୀବନ ନେବ ସ୍ମର ହଟିଲା ରେ (ଘୋଷା) ଢକକା ବାଜି ବ ଟି ବ୍ରଜେ, ଅସତୀ ବୋଲି ସହଜେ ପ୍ରାଚୀଠଉଁ ଅନ୍ଧକାର ତୁଟିଲା ରେ(1) ଢୋକିବାକୁ ...
ପାରିହେଉ କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ଗଢ଼ିଥିଲ ଗୋପୀକୁଳେ ଅମୃତ ଲଗନେ ରଚିବାକୁ ରାସକ୍ରୀଡ଼ା ମଧୁ ବୃନ୍ଦାବନେ ।। ବିନୋଦିନୀ ବ୍ରଜବଧୂ ବଇଁଶୀ ବାଦନେ ନମାନି ସହସ୍ର ବାଧା, ବିଜନ ବିପିନେ ।। ଜଡ଼ିବାକୁ ଅପଘନେ ବିପିନ ବିହାରୀ ...
ହୃଦ ଚନ୍ଦନ କବିସୌରଭ ଅନୁପ ସିଂହ ଦେବ ରାଜା ଖଡ଼ିଆଳ ତୃଣରାଜ ପରି ତନୁ ହେଲାଣି ମୋହର ଅବିରତ କଞ୍ଜାନନୁ ଝରୁଅଛି ନୀର ।। କଷଣ ବନଦ ଛାଏ ମାନସ-ଆକାଶେ ନୟନେ ଚୌଦିଗ ଘନ ଅନ୍ଧକାର ଦିଶେ ।। କ୍ଷିପ୍ତ ପରାଏ ଚନ୍ଦ୍ରକେ ଚିରୁଅଛି କ୍ଷୌଣୀ ମୂକ ପ୍ରାୟ ...
ରୋମାଣ୍ଟିକ କବି ମାୟାଧର ମାନସିଂହ ' ହେ କବି, ହେ ବିଜ୍ଞ ପ୍ରିୟ '- ଭାଷିଲା ପ୍ରେୟସୀ ' ମୁଁ କ'ଣ ତୁମର ଯୋଗ୍ୟ ? ତୁମ ଆଗେ ବସି ଗାଇ ତ ପାରିବି ନାହିଁ କର୍ଣ୍ଣରସାୟନ ସଙ୍ଗୀତ, ବିପଞ୍ଚି ଧରି; ଅପ୍ ସରୀ-ନର୍ତ୍ତନ ନାଚି ତବ ରୂପ-କ୍ଷୁଧା ...
ନାରୀ ****** "ନାରୀ" ନୁହେଁ ସେ'ତ ସମାଜ ନାବର ସୁନ୍ଦର ନାବିକଟିଏ , ନାବର ମଙ୍ଗକୁ ସଳଖାଇ ଯା'ର ସମୟଟି ସରିଯାଏ ॥ ଅମୃତମୟୀ ସେ' ସେନେହ ସାଗର ମମତାର ଝରଟିଏ, ଅମିୟର ଝର ଲଭି ଏ' ସଂସାର ...
ହରିକୁ କହିଲା ଭଉଣୀ ମିତା ବାପାଙ୍କୁ କୁଆଡ଼େ କହନ୍ତି ପିତା? ସେଦିନ ହରିଆ ବିଚାର କଲା ଦେଖିବି କେମିତି ପିତା ସେ ଭଲା। ନୁହେଁ ତ ହରିଆ ଅଳପ ପାଜି ଭାବିଲା ନିଶ୍ଚୟ ଚାଖିବି ଆଜି। ସେଦିନ ରାତିରେ ସଭିଏଁ ଖାଇ ବିଛଣାରେ ଯେବେ ପଡିଲେ ଯାଇ ...