ହୋମ୍ ପେଜ ରେ ଦେଖାଯାଉଥିବା ଦୈନିକ ଧାରାବାହିକ ବିଭାଗଟି କଣ୍ ?

“ଦୈନିକ ଧାରାବାହିକ” ଅନ୍ତର୍ଗତ ଆପଣ କୌଣସି ଧାରାବାହିକ ର ଏକ ବା ଏକାଧିକ ଭାଗକୁ ଆଗାମୀ ଛ ମାସ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରି ପାରିବେ। ଏହା ନିର୍ଦ୍ଧାରିତ ହୋଇଥିବା ସମୟରେ ଆପେ ଆପେ ପୋଷ୍ଟ ହୋଇଯିବ। ସମୟ ନିର୍ଧାରଣ/ଦୈନିକ ଧାରାବାହିକ” ବିଷୟରେ ସମସ୍ତ ତଥ୍ୟ -

 

୧) ଏହା କେବଳ ଧାରାବାହିକ କାହାଣୀ ପାଇଁ।

୨) ଏଥିରେ ସମସ୍ତ ଭାଗର ଶବ୍ଦ ସଂଖ୍ୟା ୫୦୦ ରୁ ଅଧିକ ହୋଇଥିବା ଆବଶ୍ୟକ ନହେଲେ ହୋମ୍ ପେଜ ରେ ଦେଖାଯିବ ନାହିଁ।

୩) ଏଥିରେ ଆପଣଙ୍କୁ ଆପଣଙ୍କ ଧାରାବାହିକର ଭାଗ କୁ ନିର୍ଦ୍ଧାରିତ କରିବାକୁ ହେବ।

୪) ପ୍ରଥମେ ଧାରାବାହିକ ର ପ୍ରଥମ ଭାଗ ପ୍ରକାଶ କରନ୍ତୁ। ଏହା ପରେ ଏହାକୁ ଖୋଲି/ଏଡିଟ୍ ଉପରେ କ୍ଲିକ୍ କରି ଦ୍ୱିତୀୟ ଭାଗ ଟଇପ୍ କରନ୍ତୁ।

୫) ଭାଗ ଟାଇପ୍ କରି ସରିଲା ପରେ ପ୍ରକାଶିତ କରନ୍ତୁ ଉପରେ କ୍ଲିକ୍ ନ କରି ଵ୍ୟାକ କରନ୍ତୁ। ଏବେ ଧାରାବାହିକ ରେ ଏହି ଭାଗ ଡ୍ରାଫ୍ଟ ଆକାରରେ ଦେଖାଯିବ।

୬) ଡ୍ରାଫ୍ଟ ପାଖରେ ସମୟ ଓ ତାରିଖ ନିର୍ଦ୍ଧାରିତ କରନ୍ତୁ।

୭) ଏହାକୁ ନିଜେ ପ୍ରକାଶ କରନ୍ତୁ ନାହିଁ। ପ୍ରତିଲିପି ସିଷ୍ଟମ୍ ଏହାକୁ ଆପଣଙ୍କ ପାଇଁ ପ୍ରକାଶ କରିବ।

୮) ନିଜେ ପ୍ରକାଶିତ କଲେ ଏହା ନିର୍ଦ୍ଧାରିତ ହେବ ନାହିଁ,ତେଣୁ ସମୟ ନିର୍ଦ୍ଧାରଣ ଅନ୍ତର୍ଗତ ଆସିବ ନାହିଁ।

୯) ଆପଣ ପରବର୍ତ୍ତୀ ୬ ମାସ ସମୟ ପାଇଁ ସମୟ ନିର୍ଦ୍ଧାରଣ କରି ପାରିବେ।

୧୦) ହୋମ୍ ପେଜ ରେ କିନ୍ତୁ ସଦ୍ୟ ୭ ଦିନ ପାଇଁ ହୋଇଥିବା ନିର୍ଦ୍ଧାରିତ ଲେଖା ସବୁ ଦେଖାଯିବ।

୧୧) ଆପଣ ଏକାଧିକ ଭାଗ ଏକ ସମୟରେ ନିର୍ଦ୍ଧାରିତ କରି ପାରିବେ। ସବୁ ଭାଗ ପାଇଁ ସମାନ ପନ୍ଥା ଅନୁସରଣ କରନ୍ତୁ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?