ବେଳେବେଳେ ମୋତେ ସୂଚନା କାହିଁକି ଦେଖାଯାଉନାହିଁ ?

ବେଳେବେଳେ ଆପଣଙ୍କୁ ଅନେକ ପ୍ରକାରର ସୂଚନା ମିଳେ ନାହିଁ କିମ୍ବା ବିଳମ୍ବରେ ମିଳିଥାଏ। 

 

ଯଦି ସୂଚନା ମିଳି ନାହିଁ ତେବେ -

  • ନିଜ ଆପ ଅପଡେଟ କରନ୍ତୁ

  • ଇଣ୍ଟରନେଟ୍ ଯାଞ୍ଚ୍ କରନ୍ତୁ

  • ପ୍ରତିଲିପି କୌଣସି ଘୋଷଣା ସୂଚନା ସ୍ଥଗିତ ରଖିବା ବିଷୟରେ କହିଛି କି ନାହିଁ ଦେଖନ୍ତୁ

  • ଆପ ବନ୍ଦ୍ କରି ଆଉଥରେ ଖୋଲି ଦେଖନ୍ତୁ

  • ଆମକୁ ରିପୋର୍ଟ୍ କରନ୍ତୁ

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?