ପ୍ରତିଲିପି ପ୍ରିମିୟମ ଯୋଗୁଁ ମୋର ପାଠକ ସଂଖ୍ୟା କମିଯାଉ ଅଛି। ମୁଁ ଏହାକୁ ପ୍ରତିଲିପି ପ୍ରିମିୟମ ରୁ ହଟାଇ ପାରିବି କି ?

ଆପଣ ନିଜ ଲେଖାକୁ ପ୍ରତିଲିପି ପ୍ରିମିୟମ ରୁ ହଟାଇ ପାରିବେ ନାହିଁ। ଏହା ସମସ୍ତ ପାଠକ ଯେଉଁ ମାନେ ଏକାଧିକ ଲେଖକ ମାନଙ୍କୁ ପଢିବାକୁ ଚାହାଁନ୍ତି। ଏହା ସେମାନଙ୍କୁ ସୁବିଧାରେ କାହାଣୀ ପଢ଼ିବାରେ ସହାୟକ ହେବ। 

 

ସୁପର୍ ଫ୍ୟାନ କାର୍ଯ୍ୟକ୍ରମ କେବଳ ସେହି ପାଠକ ମାନଙ୍କ ପାଇଁ ଯେଉଁ ମାନେ ଜଣେ ଦୁଇଜଣ ଲେଖକଙ୍କୁ ସବୁବେଳେ ପଢ଼ିଥନ୍ତି। ସେମାନେ ଲେଖକଙ୍କୁ ଏହି ମାଧ୍ୟମରେ ପ୍ରୋତ୍ସାହିତ କରି ପାରିବେ। ସେମାନଙ୍କ ସହିତ ଚାଟ୍ କରି ପାରିବେ ଓ ଗ୍ରୁପ୍ ରେ ଯୋଗ ଦେଇ ପାରିବେ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?