ମୋ ଲେଖାରେ କଭର୍ ଫୋଟୋ କିପରି ଯୋଗ କରିବି ?

ଆପଣ ନିଜ ଲେଖାର କଭର ଫୋଟୋ png, jpg, or jpeg ଭାବରେ ବ୍ୟବହାର କରି ପାରିବେ।

  • ଲେଖା ପ୍ରକାଶ କରିବା ସମୟର ଆପଣଙ୍କୁ ବାମ ପାଖ ପେଜ ରେ ସବୁବେଳେ ଏକ କ୍ୟାମେରା ଚିହ୍ନ ଦେଖାଯିବ। 

  • ଏହା ଉପରେ କ୍ଲିକ୍ କରି ଆପଣ ନିଜ ଫୋନ୍ ରୁ କିମ୍ବା ପ୍ରତିଲିପି ଗ୍ୟାଲେରୀ ରୁ ଫୋଟୋ ଦେଇ ପାରିବେ। 

  • ଫୋଟୋ ସବୁ କପି ରାଇଟ ଫ୍ରି ଦେବାକୁ ଚେଷ୍ଟା କରନ୍ତୁ। 

  • ଅଶ୍ଳୀଳ ଫଟୋ ଗୁଡିକୁ ପ୍ରତିଲିପି ତରଫରୁ ହଟାଇ ଦିଆଯିବ। 

  • ଏହା ସହିତ ଆପଣ ଭିନ୍ନ ଭିନ୍ନ ପ୍ରକାରର ଲେଖା ଓ ରଙ୍ଗ ବ୍ୟବହାର କରି ନିଜର କଭର ଫୋଟୋ ମଧ୍ୟ ପ୍ରତିଲିପି ରେ ତିଆରି କରି ପାରିବେ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?