ମୁଁ ଅଶ୍ଳୀଳ ମେସେଜ ଗୁଡ଼ିକୁ ଚାଟ୍ ରୁମ୍ ରୁ ହଟାଇ ପାରିବି କି ?

ସୁପର୍ ଫ୍ୟାନ ମାନେ କୌଣସି ଖରାପ ମେସେଜ କୁ ରିପୋର୍ଟ୍ କରି ପାରିବେ। ଏହା ବିଷୟରେ ଲେଖକଙ୍କୁ ସୂଚାଇ ଦିଆଯିବ। ଲେଖକ ଚାଟ୍ ରୁମ୍ ର ଅଧିକାରୀ ହିସାବରେ ଏହାକୁ ନିଜ ଇଚ୍ଛା ଅନୁସାରେ ହଟାଇ ପାରିବେ।

ଆପଣଙ୍କୁ ମାସକୁ ୨୫ ଟଙ୍କା ଦେଇ ଆପଣଙ୍କ ପ୍ରୋଫାଇଲ୍ କୁ ସବସ୍କ୍ରାଇବ୍ କରିଥିବା ପାଠକ ମାନେ ହିଁ କେବଳ ଆପଣଙ୍କ ସୁପର୍ ଫ୍ୟାନ ଚାଟ୍ ରୁମ୍ ରେ ଦେଖାଜିବେ। ଆପଣ ଏହି ୟୁଜର ମାନଙ୍କୁ ଆପଣଙ୍କ ଚାଟ୍ ରୁମ୍ ରେ ଯୋଗ କିମ୍ବା ହଟାଇ ପାରିବେ। ଯଦି କୌଣସି ସୁପର୍ ଫ୍ୟାନଙ୍କ ମେସେଜ ବାରମ୍ବାର ରିପୋର୍ଟ୍ ହେଉଛି ତେବେ ଆପଣ ତାଙ୍କୁ ଚାଟ୍ ରୁମ୍ ରୁ ହଟାଇ ପାରିବେ। 

ଧ୍ୟାନ ରଖନ୍ତୁ : ଧ୍ୟାନ ରଖନ୍ତୁ ଆପଣ ଯେଉଁ ୟୁଜରଙ୍କୁ ଚାଟ୍ ରୁମ୍ ରୁ ହଟାଇ ଦେଇଛନ୍ତି ସେ ଆପଣଙ୍କ ସୁପର୍ ଫ୍ୟାନ ରହିବେ କିନ୍ତୁ ଚାଟ୍ ରୁମ୍ ରେ ଯୋଗ ଦେଇ ପାରିବେ ନାହିଁ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?