ସାଇନ୍ ଇନ୍ ଓ ସାଇନ୍ ଆଉଟ୍ କିପରି କରିବି ?

ଆପଣ ନିଜର ସଠିକ୍ ଇମେଲ ଓ ପାସ୍ ୱାର୍ଡ ବ୍ୟବହାର କରି ନିଜ ପ୍ରୋଫାଇଲ୍ କୌଣସି ଫୋନ୍ ରେ କିମ୍ବା ଲାପଟପ୍ ରେ ବ୍ୟବହାର କରି ପାରିବେ। 

 

ଫୋନ୍ ରେ ପ୍ରତିଲିପି ଆପ ଡାଉନଲୋଡ୍ କରନ୍ତୁ। ଏହାକୁ ଖୋଲିବା ମାତ୍ରକେ ଏହା ଆପଣଙ୍କୁ ଭାଷା ବାଛିବା ସହିତ ଇମେଲ କିମ୍ବା ଫେସବୁକ୍ ବ୍ୟବହାର କରି ଲଗିନ କରିବା ପାଇଁ ଦର୍ଶାଇବା । ଆପଣ ନିଜ ସୁବିଧା ମୁତାବକ ବିକଳ୍ପ ବାଛି ଆକାଉଣ୍ଟ୍ ତିଆରି କରି ପାରିବେ। 

 

ୱେବ୍ ବ୍ରାଉଜରରେ ଆପଣ ସବୁଠାରୁ ଉପରେ ଲଗିନ ଉପରେ କ୍ଲିକ୍ କରି ନିଜ ନୂଆ ଆକାଉଣ୍ଟ୍ ତିଆରି କରି ପାରିବେ। 

 

ଉଭୟ ଆପ ଓ ବ୍ରାଉଜରରେ ଆପଣ ସେଟିଙ୍ଗ କୁ ଯାଇ ଲଗ୍ ଆଉଟ୍ କରି ପାରିବେ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?