କୌଣସି ଲେଖାକୁ କିପରି ରେଟ୍ କରିବି ?

ପ୍ରତିଲିପି ରେ ସାଇନ୍ ଇନ୍ କରିଥିବା ସମସ୍ତ ୟୁଜର କୌଣସି ଲେଖାକୁ ନିଜ ଇଚ୍ଛା ଅନୁସାରେ ୧ ରୁ ୫ ଷ୍ଟାର ମଧ୍ୟରେ ରେଟ୍ କରି ପାରିବେ ଓ ଏହା ବିଷୟରେ ମନ୍ତବ୍ୟ ଦେଇ ପାରିବେ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?