ଧାରାବାହିକର ଭାଗ କ୍ରମ ପରିବର୍ତ୍ତନ କିପରି କରିବି ?

  • ଧାରାବାହିକ ଭାଗର କ୍ରମ ପରିବର୍ତ୍ତନ କରିବା ପାଇଁ ଆପ ରେ ନିଜ ପ୍ରୋଫାଇଲ୍ କୁ ଯାଇ ପ୍ରଥମେ ଏହି ଧାରାବାହିକ କୁ ବାଛନ୍ତୁ। 

  • ଏହାକୁ କ୍ଲିକ୍ କରି ଖୋଲନ୍ତୁ। 

  • ଏବେ ଡାହାଣ ପାଖରେ ଆପଣଙ୍କୁ କ୍ରମ ପରିବର୍ତ୍ତନ ବିକଳ୍ପ ଦେଖାଯିବ। ଏହା ଉପରେ କ୍ଲିକ୍ କରନ୍ତୁ। 

  • ଏବେ ଭାଗ ଗୁଡ଼ିକ ଉପରେ ପ୍ରେସ କରି କିଛି ସମୟ ଧରି ରଖନ୍ତୁ ଓ ଏହାକୁ ଉପର ତଳ କରି କ୍ରମ ପରିବର୍ତ୍ତନ କରି ଦିଅନ୍ତୁ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?