କଲେକ୍ସନ କେମିତି ମ୍ୟାନେଜ କରିବି ?

ଆପଣ କୌଣସି କଲେକ୍ସନ ରେ ତଳଲିଖିତ କାର୍ଯ୍ୟ କରି ପାରିବେ :

କୌଣସି କାହାଣୀ କଲେକ୍ସନ ରୁ ହଟାଇବା ପାଇଁ କଲେକ୍ସନ କୁ ଯାଆନ୍ତୁ ଓ ଏହି କାହାଣୀକୁ ବାଛନ୍ତୁ ଏହା ପାଖରେ ଥିବା ଅଧିକ ଦେଖନ୍ତୁ ଉପରେ କ୍ଲିକ୍ କରି କାହାଣୀ ହଟାଇ ଦିଅନ୍ତୁ। 

  • ରିନେମ୍ କରନ୍ତୁ

ପଢ଼ା ଲିଷ୍ଟ୍ ଖୋଲନ୍ତୁ, ଡାହାଣ ପାଖ ଉପରେ ଥିବା ଅଧିକ ଦେଖନ୍ତୁ ବଟନ୍ ଦେଖନ୍ତୁ। କଲେକ୍ସନ ଉପରେ କ୍ଲିକ୍ କରି ଏହାକୁ ହଟାଇ ଦିଅନ୍ତୁ। 

  • ସେୟାର କରନ୍ତୁ

ପଢ଼ା ଲିଷ୍ଟ ଖୋଲନ୍ତୁ। ଡାହାଣ ପାଖ ଉପରେ ଥିବା ବଟନ୍ ଉପରେ କ୍ଲିକ୍ କରି ସେୟାର ଉପରେ କ୍ଲିକ୍ କରନ୍ତୁ। 

  • ଡିଲିଟ୍ କରନ୍ତୁ

କଲେକ୍ସନ ଖୋଲନ୍ତୁ। ଏହାକୁ ମ୍ୟାନେଜ ବଟନ୍ ଉପରେ କ୍ଲିକ୍ କରି ଡିଲିଟ୍ ଉପରେ କ୍ଲିକ୍ କରନ୍ତୁ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?