ମିଳିଥିବା କୟନ୍ ରେ ମୁଁ କଣ କରିବି ?

ଏହାକୁ ଆପଣ ନିଜ ପ୍ରିୟ ଲେଖା ଓ ଲେଖକଙ୍କୁ ପ୍ରୋତ୍ସାହନ କରିବାରେ ବ୍ୟବହାର କରି ପାରିବେ। ଆପଣ ଦେଉଥିବା ଷ୍ଟିକର ର ମୂଲ୍ୟ ଲେଖକଙ୍କୁ ମିଳିବ ଯାହା ପରବର୍ତ୍ତୀ ସମୟରେ ତାଙ୍କର ଆକାଉଣ୍ଟ୍ କୁ ପଠାଇ ଦିଆଯିବ। ଲେଖା ଉପରେ ଥିବା "ଲେଖାକୁ ପ୍ରୋତ୍ସାହିତ କରନ୍ତୁ" ଉପରେ କ୍ଲିକ୍ କରି ଆପଣ ଷ୍ଟିକର ଦେଇ ପାରିବେ।"ଲେଖକଙ୍କୁ ପ୍ରୋତ୍ସାହିତ କରନ୍ତୁ" ଉପରେ କ୍ଲିକ୍ କରି ଆପଣ ଲେଖକଙ୍କୁ ଷ୍ଟିକର ଦେଇ ପାରିବେ।

ଯେହେତୁ ଲେଖକ ମାନେ ସେମାନଙ୍କ ବହୁମୂଲ୍ୟ ସମୟ ବିନିଯୋଗ କରି ଲେଖା ଆପଣଙ୍କ ପାଇଁ ଉପଲବ୍ଧ କରାଉଛନ୍ତି ତେଣୁ ଆମକୁ ଏହାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଷ୍ଟିକର ଦେଲାପରେ ଆପଣଙ୍କ ପ୍ରୋଫାଇଲ୍ ର ପ୍ରୋମୋ ସନ୍ ହୋଇଥାଏ। ଏହା ସମସ୍ତଙ୍କୁ ଉପରେ ଦେଖା ଯାଇଥାଏ।

ଯଦି ଅଧିକ କୟନ୍ ଦରକାର ହୁଏ :

  • ମୋ କୟନ ବିଭାଗରୁ ଆପଣ ଗୁଗଲ ପ୍ଲେ ଷ୍ଟୋର ରୁ ଅଧିକ କୟନ୍ କିଣି ପାରିବେ। ଆପଣ "ମୋ କୟନ " ବିକଳ୍ପ ଉପରେ କ୍ଲିକ୍ କରି କୟନ୍ କିଣି ପାରିବେ।

କିମ୍ବା

  • ପଢ଼ା ଚ୍ୟାଲେଞ୍ଜ ଜିତି କୟନ୍ ଜିତି ପାରିବେ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?