ମୁଁ ମୋ ଦ୍ରାଫ୍ଟ/ପ୍ରକାଶିତ କରିଥିବା ଲେଖା ପାଉନାହିଁ କଣ୍ କରିବି?

କୌଣସି ଲେଖାକୁ ନିଶ୍ଚିତ ହେବା ପରେ ହିଁ ଡିଲିଟ୍ କରନ୍ତୁ। 

ଡିଲିଟ୍ ହୋଇଯାଇଥିବା ଲେଖା ଫେରାଇ ଆଣିବା ଅସମ୍ଭବ। 

ଯଦି କୌଣସି ଟେକ୍ ସମସ୍ୟା ଯୋଗୁଁ ଏହା ଡିଲିଟ୍ ହୋଇ ଯାଇଛି ତେବେ ଏହାକୁ ଆମର ବ୍ୟକ ଅପ୍ ଷ୍ଟୋର ରୁ ଫେରାଇ ଅଣାଯାଇ ପାରିବ। 

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?