ପାସ୍ ୱାର୍ଡ ବ୍ୟବହାର କିପରି କରିବି ?

ପାସ୍ ୱାର୍ଡ ରିସେଟ୍ -

୧) ଫେସବୁକ୍ ଓ ଇମେଲ ଭଳି ଆପଣଙ୍କୁ ନିଜକୁ ହିଁ ପାସ୍ ୱାର୍ଡ ରିସେଟ କରିବାକୁହେବ। ପ୍ରତିଲିପି ରେ କୌଣସି ପାସ୍ ୱାର୍ଡ ଷ୍ଟୋର ହୋଇ ରହେ ନାହିଁ। 

୨) ପ୍ରତିଲିପି ଆପଣଙ୍କୁ, ଭୁଲିଯାଇଥିବା ପାସ୍ ୱାର୍ଡ ପଠାଇବା ଅସମ୍ଭବ ଅଟେ।

୩) ଆପଣଙ୍କୁ ନିଜେହିଁ ପାସ୍ ୱାର୍ଡ ରିସେଟ୍ କରିବାକୁ ହେବ।

୪) ନିଜ ଇମେଲ/ନିଜ ଫେସବୁକ୍/ନିଜ ଫୋନ୍ ନମ୍ବର ଯାହା ଆପଣ ଆଗରୁ ବ୍ୟବହାର କରି ଲଗିନ କରିଥିଲେ ତାହାକୁ ହିଁ ବ୍ୟବହାର କରନ୍ତୁ।

୫) ଆପ ରେ ପାସ୍ ୱାର୍ଡ ରିସେଟ୍ କରିବା ପାଇଁ ଆପ ଖୋଲନ୍ତୁ, ଏବେ ନିଜର ଇମେଲ ସୂଚନା ଦେଇ ତଳେ ପାସ୍ ୱାର୍ଡ ଭୁଲି ଯାଇଛନ୍ତି ଉପରେ କ୍ଲିକ୍ କରନ୍ତୁ। 

୬) ଏବେ ଆପଣ ବ୍ୟବହାର କରିଥିବା ଇମେଲ ରେ ଆପଣଙ୍କୁ ଏକ ଲିଙ୍କ୍ ମିଳିବ। ଏହାକୁ ବ୍ୟବହାର କରି ଆପଣ ନିଜର ଏକ ନୂଆ ପାସ୍ ୱାର୍ଡ ରିସେଟ୍ କରି ପାରିବେ। 

୭) ଯଦି ପାସ୍ ୱାର୍ଡ ପରିବର୍ତ୍ତନ କରିବାକୁ ଚାହାଁନ୍ତି ତେବେ ଆପ/ବ୍ରାଉଜର ରେ ସେଟିଂ କୁ ଯାଆନ୍ତୁ ଓ ସେଠାରେ ପାସ୍ ୱାର୍ଡ ପରିବର୍ତ୍ତନ କରନ୍ତୁ ଉପରେ କ୍ଲିକ୍ କରି ଏହାକୁ ପରିବର୍ତ୍ତନ କରି ଦିଅନ୍ତୁ। 

ଯଦି ଆପଣଙ୍କୁ ୨୪ ଘଣ୍ଟା ମଧ୍ୟରେ ପାସ୍ ୱାର୍ଡ ରିସେଟ୍ ଲିଙ୍କ୍ ମିଳୁନାହିଁ ତେବେ ଆମକୁ ସମ୍ପର୍କ କରନ୍ତୁ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?