ଏହି ବିଷୟର ଅଧିକ ଲେଖନ୍ତୁ କିମ୍ବା ଆଇଡିଆ ବାକ୍ସ କିପରି ବ୍ୟବହାର କରି ପାରିବି ?

  • ଆଇଡିଆ ବାକ୍ସ ପ୍ରତିଲିପି ହୋମ୍ ପେଜ ରେ ଆପ ରେ ଦେଖାଯାଇଥାଏ। 

  • ଏଥିରେ ପ୍ରତିଦିନ ନୂଆ ନୂଆ ଫୋଟୋ ସହିତ ଏକ ବିଷୟ ଆସିଥାଏ। 

  • ଏଥିରେ ଆପଣ ନିଜର ଲେଖା ଲେଖି ସିଧା ସଳଖ ପାଠକ ମାନଙ୍କ ନିକଟରେ ପହଂଚି ପାରିବେ। 

  • ଏଥିରେ ବିଷୟ ଗୁଡ଼ିକ ପ୍ରତିଦିନ ପରିବର୍ତ୍ତିତ ହୋଇଥାଏ।

  • ଆପଣ ଆଜିର ବିଷୟ ଉପରେ ଲେଖିବା ସହିତ ପୁରୁଣା ବିଷୟ ଗୁଡ଼ିକ ଉପରେ ମଧ୍ୟ ଲେଖି ପାରିବେ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?