କିଛି ପାଠକ ଭଲ ଭଲ କାହାଣୀ ଉପରେ ୧ ଷ୍ଟାର ଦେଉଛନ୍ତି ଏହା ଫେକ କି ?

କୌଣସି ଲେଖାକୁ ରେଟ ଓ ରିଭ୍ୟୁ କରିବା ସମ୍ପୂର୍ଣ ଭାବରେ ପାଠକଙ୍କ ଉପରେ ନିର୍ଭର କରେ। ଯଦି କୌଣସି ଗ୍ରୁପ୍ ଆପଣଙ୍କୁ ଟାର୍ଗେଟ କରି ଏହିଭଳି ବ୍ୟବହାର କରୁଥାନ୍ତି ତେବେ ପ୍ରତିଲିପି ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?