ମୋ ସୂଚନା ସବୁ ପ୍ରତିଲିପି ରେ ସୁରକ୍ଷିତ ତ ?

ତଳ ଲିଖିତ ସୂଚନା ଗୁଡ଼ିକ ଆପଣଙ୍କୁ ଆପଣଙ୍କ ପ୍ରୋଫାଇଲ୍ ରେ ସମସ୍ତ ପାଠକ ମାନଙ୍କୁ ଦେଖିବାକୁ ମିଳିବ :

 

ପ୍ରୋଫାଇଲ୍:

 

  • ଆପଣଙ୍କ ପ୍ରୋଫାଇଲ୍ ଫୋଟୋ ନାମ,ଉପନାମ ଓ ଆପଣ ନିଜ ବିଷୟରେ ଲେଖିଥିବା ସମସ୍ତ ସୂଚନା ଏଠାରେ ଦେଖିବାକୁ ମିଳିବ। 

 

ଲାଇବ୍ରେରୀ:

 

  • ଏଠାରେ ଆପଣ ପୂର୍ବରୁ ପଢିଥିବା ଲେଖା ତଥା ଲାଇବ୍ରେରୀ ରେ ଯୋଗ କରିଥିବା ସମସ୍ତ ଲେଖା ଦେଖି ପାରିବେ। 

  • ଏହାକୁ ଆପଣ ଏଡ଼ିଟ୍ କରି ପାରିବେ ଓ ପରିବର୍ତ୍ତନ କରି ପାରିବେ। 

 

କଲେକ୍ସନ :

 

ଏଥିରେ ଆପଣ କଲେକ୍ସନ ରେ ଯୋଗ କରିଥିବା ଲେଖା ଓ ଧାରାବାହିକ ଦେଖି ପାରିବେ ଓ ଏହା ସମସ୍ତ ପାଠକ ମାନଙ୍କୁ ଦେଖାଯିବ। 

 

କାହାଣୀ:

 

ଆପଣ ପୋଷ୍ଟ କରିଥିବା ସମସ୍ତ ଲେଖା ସମସ୍ତ ପାଠକ ମାନଙ୍କୁ ଦେଖାଯିବ। ଡ୍ରାଫ୍ଟ କେବଳ ଆପଣ ହିଁ ଦେଖି ପାରିବେ। 

 

ସର୍ଚ୍ଚ:

 

ସର୍ଚ୍ଚ ରେ ଦେଖାଯାଉଥିବା ସମସ୍ତ ଲେଖା କେବଳ ଆପଣଙ୍କୁ ହିଁ ଦେଖାଯିବ। ଏହାକୁ ଆପଣ ନିଜେ ଦେଖି ପାରିବେ ଓ ନିଜେ ହଟାଇ ପାରିବେ। 

 

 iOS ରେ: 

 

ସର୍ଚ୍ଚ ରେ ଦେଖାଯାଇଥିବା ଲେଖା ଆପଣ ଏଥିରେ ହଟାଇ ପାରିବେ ନାହିଁ। 

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?