ମୁଁ ଜଣଙ୍କର ଷ୍ଟୋରୀ କୁ କିପରି ମେସେଜ ଭାବରେ ଉତ୍ତର ଦେଇ ପାରିବି ?

ଆପଣ କୌଣସି ଜଣେ ଲେଖକଙ୍କ ଷ୍ଟୋରୀ କୁ ମେସେଜ ଭାବରେ ଉତ୍ତର ଦେଇ ପାରିବେ :

  • ଷ୍ଟୋରୀ ବାଛନ୍ତୁ

  • ତଳେ ସ୍କ୍ରିନ୍ ରେ କମେଣ୍ଟ୍ ଉପରେ କ୍ଲିକ୍ କରନ୍ତୁ

  • ଏବେ ମେସେଜ ଲେଖନ୍ତୁ ଓ ସବମିଟ ଉପରେ କ୍ଲିକ୍ କରନ୍ତୁ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?