ପ୍ରତିଲିପି ରେ କିପରି ଲେଖା ପଢ଼ିବି ?

ନିଜ ପ୍ରୋଫାଇଲ୍ ସେଟ୍ କରି ସାରିବା ପରେ ଆପଣ ଏବେ ସମସ୍ତ ପ୍ରକାରର ଲେଖା ପଢ଼ି ପାରିବେ। 

ପଢ଼ିବା ସମୟରେ କୌଣସି ଲେଖାକୁ ନିଜ ଲାଇବ୍ରେରୀ ରେ ଯୋଗ କରି ପାରିବେ। 

କଲେକ୍ସନ ତିଆରି କରି ପାରିବେ। ପୂର୍ଣ୍ଣ ଲେଖା ଓ ଧାରାବାହିକ ପଢ଼ି ପାରିବେ। 

କାହାଣୀ ଡାଉନଲୋଡ୍ କରି ପରେ ଅଫ୍ ଲାଇନ୍ ବିନା ଇଣ୍ଟରନେଟ୍ ରେ ପଢ଼ି ପାରିବେ। 

ସର୍ଚ୍ଚ ବିକଳ୍ପ ଉପରେ କ୍ଲିକ୍ କରି କୌଣସି ଲେଖକ ଓ ଲେଖା କୁ ଖୋଜି ପାରିବେ। 

ଆପ ରେ ନାଇଟ୍ ମୋଡ଼ ବ୍ୟବହାର କରି ଆରାମରେ ପଢ଼ି ପାରିବେ। 

ଲେଖାର ଆକାର ଓ ଧାଡ଼ି ମଧ୍ୟରେ ଦୂରତା ପରିବର୍ତ୍ତନ କରି ପାରିବେ। 

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?