ସୁପର୍ ଫ୍ୟାନ ସବସ୍କ୍ରିପସନ୍ କାର୍ଯ୍ୟକ୍ରମ କଣ୍ ?

 

ଆପଣ ପ୍ରକାଶ କରୁଥିବା ଧାରାବାହିକ ଓ କେବଳ ଧାରାବାହିକ ଯାହା ବର୍ତ୍ତମାନ୍ ମଧ୍ୟ ଚାଲୁଅଛି, ଆପଣ ସକ୍ରିୟ ଭାବରେ ଏହାକୁ ଲେଖୁଛନ୍ତି,ଏହା ସବସ୍କ୍ରିପସନ୍ ଅନ୍ତର୍ଗତ ଆସିବ। ଏଥି ଅନ୍ତର୍ଗତ ସବସ୍କ୍ରାଇବ କରିଥିବା ପାଠକ ମାନେ ଆପଣଙ୍କ ପରବର୍ତ୍ତୀ ଭାଗ କୁ ଅନ୍ୟ ପାଠକଙ୍କ ତୁଳନାରେ ୫ ଦିନ ପୂର୍ବରୁ ପାଇ ପାରିବେ(ଅନ୍ୟ ଅର୍ଥରେ, ଅନ୍ୟ ପାଠକ ଯେଉଁ ମାନେ ସବସ୍କ୍ରାଇବ କରି ନାହାନ୍ତି ସେମାନେ ୫ ଦିନ ପରେ ଏହି ଲେଖା ପାଇବେ)ଏବଂ ଏଥିରୁ ମିଳୁଥିବା ଅର୍ଥ ସିଧାସଳଖ ନିଜ ଆକାଉଣ୍ଟ ରେ ପାଇ ପାରିବେ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?