ଲକ୍ ହୋଇଥିବା କାହାଣୀ ବିନା ସବସ୍କ୍ରିପସନ୍ ରେ କିପରି ପଢ଼ିବି ?

କାହାଣୀ କିପରି ମାଗଣାରେ ପଢ଼ି ପାରିବେ ଜାଣନ୍ତୁ :

 

ସୁପର୍ ଫ୍ୟାନ ସବସ୍କ୍ରିପସନ୍:

 

ଏଥି ଅନ୍ତର୍ଗତ ସମସ୍ତ ଭାଗ 5ଦିନ ପରେ ଆପଣ ମାଗଣାରେ ପଢ଼ି ପାରିବେ। 

ପ୍ରିମିୟମ ସବସ୍କ୍ରିପସନ୍ :

 

ଏଥି ଅନ୍ତର୍ଗତ କାହାଣୀର ୧୦ ଟି ଭାଗ ପ୍ରଥମେ ଆପଣ ମାଗଣାରେ ପଢ଼ି ପାରିବେ। ଏହା ପରେ ସମସ୍ତ ଭାଗ ଗୋଟିଏ ଗୋଟିଏ ହୋଇ ପ୍ରତି ୨୪ ଘଣ୍ଟା ରେ ଅନ୍ ଲକ୍ ହେବ।

 

କୟନ୍ ବ୍ୟବହାର କରି

 

ଆପଣ ପଢ଼ା ଚ୍ୟାଲେଞ୍ଜ ରୁ ପାଇଥିବା କୟନ୍ ବ୍ୟବହାର କରି ଲକ୍ ହୋଇଥିବା ଭାଗ ଅନ୍ ଲକ୍ କରି ପାରିବେ। 

 

ଏଥି ନିମନ୍ତେ :

 

  1. ପ୍ରିମିୟମ ଧାରାବାହିକ ଖୋଲନ୍ତୁ

  2. ଲକ୍ ହୋଇଥିବା ଭାଗ ଉପରେ କ୍ଲିକ୍ କରନ୍ତୁ

  3. ଏବେ ଅନ୍ ଲକ୍ କରନ୍ତୁ ଉପରେ କ୍ଲିକ୍ କରନ୍ତୁ

 

ଆପଣ ୫ ଟି କୟନ ବ୍ୟବହାର କରି ପ୍ରତି ଭାଗ ଅନ୍ ଲକ୍ କରି ପାରିବେ। ଆପଣ ଅନ୍ ଲକ୍ ପାଇଁ ଆବଶ୍ୟକ କୟନ ପ୍ଲେ ଷ୍ଟୋର ରୁ କିଣି ପାରିବେ। 

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?