ମୁଁ ଲେଖା କିପରି କଲେକ୍ସନ ରେ ଯୋଗ କରି ପାରିବି ?

କଲେକ୍ସନ ତିଆରି କରିବା ପାଇଁ କୌଣସି ଲେଖା ଉପରେ ଥିବା କଲେକ୍ସନ ବଟନ୍ ଉପରେ କ୍ଲିକ୍ କରନ୍ତୁ। ଏହା ଆପଣଙ୍କୁ ନୂଆ କଲେକ୍ସନ କେମିତି କରିବା ପାଇଁ କିମ୍ବା ଆଗରୁ ତିଆରି କରିଥିବା କଲେକ୍ସନ ରେ ଏହି ଲେଖାକୁ ସାମିଲ୍ କରିବା ପାଇଁ ପଚରିଥାଏ। 

ଯଦି ଆଗରୁ କୌଣସି କଲେକ୍ସନ ତିଆରି କରି ନାହାନ୍ତି ତେବେ ଆପଣ ଏକ ନୂଆ ତିଆରି କରି ପାରିବେ। 

  • ଯଦି ଆଗରୁ ଆପଣ ତିଆରି କରିଥାନ୍ତି ତେବେ ନୂଆ ଲେଖା ଏଥିରେ ଯୋଗ କରି ପାରିବେ। 

  • କଲେକ୍ସନ ଆପଣଙ୍କୁ ଆପଣଙ୍କ ପସନ୍ଦର ଲେଖା ଓ ଆପଣ ପଢିଥିବା ଲେଖା ଅନ୍ୟ ୟୁଜର ମାନଙ୍କୁ ଦେଖାଇବାରେ ସହାୟକ ହୋଇଥାଏ। 

ଆପଣ ନିଜ ପ୍ରୋଫାଇଲ୍ ପେଜ ରେ ସେହି ସମାନ ଉପାୟରେ କଲେକ୍ସନ ବଟନ୍ ଉପରେ କ୍ଲିକ୍ କରି ନୂଆ କଲେକ୍ସନ ତିଆରି କରି ପାରିବେ। 

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?