ମୁଁ ମୋ ଷ୍ଟୋରୀ ରେ ଫୋଟୋ କେମିତି ସେୟାର କରି ପାରିବି ?

ଷ୍ଟୋରୀ ରେ ଫୋଟୋ ସେୟାର କରିବା ପାଇଁ :

 

  • ନିଜ ପ୍ରୋଫାଇଲ୍ କୁ ଯାଆନ୍ତୁ

  • ଏବେ ଡାହାଣ ପାଖରେ ଆପଣଙ୍କୁ ପୋଷ୍ଟ ବିକଳ୍ପ ଦେଖାଯିବ 

  • ଏବେ ଏହା ଉପରେ କ୍ଲିକ୍ କରି ପୋଷ୍ଟ ତିଆରି କରନ୍ତୁ 

  • ଫୋଟୋ ବାଛିବା ପାଇଁ ନିଜ ଗ୍ୟାଲେରୀ କିମ୍ବା କ୍ୟାମେରା ବ୍ୟବହାର କରନ୍ତୁ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?