ଟଙ୍କା ମୋ ଆକାଉଣ୍ଟ୍ ରେ ଯୋଗ ହୋଇଛି ବୋଲି ମୁଁ କିପରି ଜାଣିବି ?

ପ୍ରତିଲିପି ତରଫରୁ ୭ ତାରିଖ ପୂର୍ବରୁ ନିଶ୍ଚିତ ଟଙ୍କା ପଠାଇ ଦିଆଯିବ। ଏହା ୨/୩ ଦିନ ମଧ୍ୟରେ କିମ୍ବା ଆପଣଙ୍କ ନିଜ ବ୍ୟାଙ୍କ୍ ନିୟମ ଅନୁସାରେ ଆପଣଙ୍କ ଆକାଉଣ୍ଟ୍ ରେ ଦେଖାଯିବ। ତେଣୁ ୪/୫ ଦିନ ଅପେକ୍ଷା କରି ନିଜ ବ୍ୟାଙ୍କ୍ ସହିତ ଯୋଗାଯୋଗ କରନ୍ତୁ।

୧) ଆପଣଙ୍କ ପୁରୁଣା ଆମଦାନୀ ସ୍ଥାନରେ କେତେ ଟଙ୍କା ପଠାଯାଇଛି ଓ ଏହା ପାଖରେ ଏକ #ନମ୍ୱର୍ ଦେଖିବାକୁ ମିଳିବ।

୨) ଆପଣଙ୍କ ବ୍ୟାଙ୍କ୍ ରୁ ମେସେଜ ଆସିବ।

୩) ଆପଣଙ୍କୁ ଇମେଲ ରେ ପ୍ରତିଲିପି ତରଫରୁ ରସିଦ ମିଳିବ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?