ମୁଁ କିପରି ସୁପର୍ ଫ୍ୟାନ ଚାଟ୍ ରୁମ୍ ରେ ସାମିଲ୍ ହୋଇ ପାରିବି ?

ଆପଣ ଯଦି କୌଣସି ଲେଖକଙ୍କୁ ସୁପର୍ ଫ୍ୟାନ ସବସ୍କ୍ରିପସନ୍ ଅନ୍ତର୍ଗତ ମାସକୁ ୨୫ ଟଙ୍କା ଦେଇ ସବସ୍କ୍ରାଇବ୍ କରୁଛନ୍ତି ତେବେ ଆପଣ ଏହି ଲେଖକଙ୍କ ଚାଟ୍ ରୁମ୍ ରେ ସାମିଲ୍ ହୋଇ ପାରିବେ ଓ ଏହି ଲେଖକ ଓ ତାଙ୍କର ସୁପର୍ ଫ୍ୟାନ ମାନଙ୍କ ସହିତ ଯୋଗାଯୋଗ କରି ପାରିବେ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?