ମୁଁ ଅନ୍ୟ ଜଣଙ୍କର ଷ୍ଟୋରୀ କିପରି ଦେଖି ପାରିବି ?

କୌଣସି ୟୁଜର ଙ୍କ ଷ୍ଟୋରୀ ଦେଖିବା ପାଇଁ :

 

  • ଆପଣ ଫଲୋ କରୁଥିବା ୟୁଜର ମାନଙ୍କର ଷ୍ଟୋରୀ ହୋମ୍ ପେଜ ରେ ଦେଖି ପାରିବେ। 

  • କିମ୍ବା କୌଣସି ଲେଖକଙ୍କ ପ୍ରୋଫାଇଲ୍ କୁ ଯାଇ ତାଙ୍କ ପୋଷ୍ଟ ଉପରେ କିମ୍ବା ପ୍ରୋଫାଇଲ୍ ଫୋଟୋ ଉପରେ କ୍ଲିକ୍ କରି ଦେଖି ପାରିବେ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?