ପ୍ରତିଲିପି ରେ କିପରି ଆକାଉଣ୍ଟ୍ ତିଆରି କରିବୁ ?

ଆପଣ ଦୁଇଟି ଉପାୟରେ ପ୍ରତିଲିପି ରେ ନିଜର ଆକାଉଣ୍ଟ୍ ଖୋଲି ପାରିବେ :

 

  • ଆପଣ ଆପ ଷ୍ଟୋର ରୁ ପ୍ରତିଲିପି ଆପ ଡାଉନଲୋଡ୍ କରି

  • କିମ୍ବା କୌଣସି ୱେବ୍ ବ୍ରାଉଜର ରେ www.pratilipi.com, ଟାଇପ୍ କରି ନିଜ ଆକାଉଣ୍ଟ୍ ତିଆରି କରି ପାରିବେ।

 

ଆପଣ ପ୍ରତିଲିପି ଆପ ଗୁଗଲ ପ୍ଲେ ଷ୍ଟୋର ରି ଡାଉନଲୋଡ୍ କରି କିମ୍ବା ୱେବ୍ ରେ ଟାଇପ୍ କରି ବ୍ୟବହାର କରି ପାରିବେ। ଗୋଟିଏ ପ୍ରୋଫାଇଲ୍ ଦୁଇଟି ଯାକ ସ୍ଥାନରେ ଦେଖି ପାରିବେ। ଏଥିପାଇଁ ଦୁଇଟି ପ୍ରୋଫାଇଲ୍ ଖୋଲିବାର ଆବଶ୍ୟକତା ନାହିଁ। 

 

ଆପ ଇନଷ୍ଟଲ କରିବା ପରେ ଏବେ ଏହାକୁ ଖୋଲନ୍ତୁ ଓ ପଢ଼ିବା/ଲେଖିବା ଭାଷା ବାଛନ୍ତୁ। ଆଗକୁ ବଢନ୍ତୁ ଓ ନିଜର ଇମେଲ/ଫେସବୁକ୍ ବ୍ୟବହାର କରି ସାଇନ୍ ଅପ୍ କରନ୍ତୁ। 

 

ଆପଣ ଏବେ ନିଜ ନାମ ଓ ଅନ୍ୟାନ୍ୟ ସାଧାରଣ ସୂଚନା ଦେଇ ନିଜର ପ୍ରୋଫାଇଲ୍ ତିଆରି କରି ପାରିବେ। 

 

ସମସ୍ତ ପ୍ରକାରର ବ୍ୟକ୍ତିଗତ ସୂଚନା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିବ। ଆପଣ ସମସ୍ତ ପ୍ରକାରର ସୂଚନା ନିଜ ସୁବିଧା ଅନୁଯାୟୀ କେବେ ମଧ୍ୟ ପରିବର୍ତ୍ତନ କରି ପାରିବେ। 

 

ଆକାଉଣ୍ଟ୍ ତିଆରି ପରେ ଆପଣ ତଳଲିଖିତ ସୁବିଧାର ଆନନ୍ଦ ନେଇ ପାରିବେ :

 

  • ଫଲୋ କରନ୍ତୁ

  • ମେସେଜ ପଠାନ୍ତୁ

  • ଲେଖା ପ୍ରକାଶ କରନ୍ତୁ

  • ରିଭ୍ୟୁ ଓ ରେଟ୍ କରନ୍ତୁ

  • ଇମେଲ୍ ସୂଚନା ପାଆନ୍ତୁ

 

ଏବେ ଆପଣ ପ୍ରତିଲିପି ରେ ଲେଖି ପାରିବେ,ପଢ଼ି ପାରିବେ ଓ ଲେଖକ ମାନଙ୍କ ସହିତ ଜଡ଼ିତ ହୋଇ ରହି ପାରିବେ। 

 

ପ୍ରତିଲିପି କୁ ସ୍ବାଗତ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?