ମୁଁ ପେମେଣ୍ଟ କରିବା ପରେ ଏହା ଅସଫଳ ହୋଇଛି ବୋଲି ଲେଖା ଯାଉଛି କିନ୍ତୁ ଟଙ୍କା କଟି ଯାଇଛି ।

ଆପଣଙ୍କୁ ଆପଣଙ୍କ ଟଙ୍କା ୭ ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟ ରେ ନିଶ୍ଚିତ ଭାବରେ ମିଳିଯିବ ଯଦି ଏହା ୭ ଦିନ ପରେ ମଧ୍ୟ ମିଳି ନାହିଁ ତେବେ ଆମକୁ ତଳ ସୂଚନା ଗୁଡ଼ିକ ସହିତ ସମ୍ପର୍କ କରନ୍ତୁ :

 

  • ଆପଣଙ୍କ ଇମେଲ

  • କଟି ଯାଇଥିବା ଅର୍ଥ ମୂଲ୍ୟ

  • UPI ରେଫରେନ୍ସ ନମ୍ୱର୍

  • କାର୍ଡ ର ଶେଷ ୪ ଟି ନମ୍ୱର୍

  • ପେମେଣ୍ଟ ଦିନ ଓ ତାରିଖ

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?