ମୁଁ କୌଣସି ଲେଖା କିମ୍ବା ଲେଖକଙ୍କୁ ଏହାଧିକ ଷ୍ଟିକର ଦେଇ ପାରିବି କି ?

ଯେହେତୁ ଲେଖକ ମାନେ ସେମାନଙ୍କ ବହୁମୂଲ୍ୟ ସମୟ ବିନିଯୋଗ କରି ଲେଖା ଆପଣଙ୍କ ପାଇଁ ଉପଲବ୍ଧ କରାଉଛନ୍ତି ତେଣୁ ଆମକୁ ଏହାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଷ୍ଟିକର ଦେଲାପରେ ଆପଣଙ୍କ ପ୍ରୋଫାଇଲ୍ ର ପ୍ରୋମୋସନ୍ ହୋଇଥାଏ। ଏହା ସମସ୍ତଙ୍କୁ ଉପରେ ଦେଖା ଯାଇଥାଏ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?