ମୁଁ ମୋ ପସନ୍ଦର ବିଭାଗ କିପରି ବାଛିବି ?

  • ନିଜ ମନ ପସନ୍ଦ ବିଭାଗର କାହାଣୀ ପଢ଼ିବା ପାଇଁ ଆପଣ ପ୍ରତିଲିପି ଆପ ସେଟିଂ କୁ ଯାଆନ୍ତୁ

  • ମାନପସନ୍ଦ୍ ବିଭାଗ ବାଛନ୍ତୁ। 

  • ଧୀରେ ଧୀରେ ଆପଣଙ୍କୁ ସେହି ବିଭାଗର ଲେଖା ମାନ ଆପଣଙ୍କ ହୋମ୍ ପେଜ ରେ ପଢ଼ିବା ପାଇଁ ମିଳିବ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?