ପ୍ରତିଲିପି ରେ ଭାଷା କିପରି ପରିବର୍ତ୍ତନ କରିବି ?

ଲେଖାର ଭାଷା : ଏହା ଆପଣଙ୍କୁ ସଜେଷ୍ଟ୍ କରାଯାଉଥିବା କାହାଣୀର ଭାଷା ପରିବର୍ତ୍ତନ କରିଦେବ। ଆପ ରେ ସମସ୍ତ ବିକଳ୍ପ ସମାନ ରହିବ। 

ଆପ ର ଭାଷା : ଏହା କେବଳ ଆପ ର ଭାଷା ପରିବର୍ତ୍ତନ କରିଦେବ। କିନ୍ତୁ ଆପଣଙ୍କୁ ଆପଣଙ୍କ ପଢୁଥିବା ଭାଷାର ଲେଖା ଦେଖାଯିବ। 

ଫୋନ୍ ରେ ପରିବର୍ତ୍ତନ କରିବା ପାଇଁ -

ଆପ ର ହୋମ୍ ପେଜରେ ବାମ ପାଖ ଉପରେ ଥିବା ଭାଷା ଉପରେ କ୍ଲିକ୍ କରି ଆପଣ ଲେଖାର ଭାଷା ତଥା ଆପ୍ ର ଭାଷା ପରିବର୍ତ୍ତନ କରି ପାରିବେ। 

ଏହା ବ୍ୟତୀତ 

ପ୍ରୋଫାଇଲ୍ > ସେଟିଂ> ଭାଷା ପରିବର୍ତ୍ତନ କୁ ଯାଇ ମଧ୍ୟ ଭାଷା ପରିବର୍ତ୍ତନ କରି ପାରିବେ। 

ୱେବ୍ ରେ: 

ଆପଣ ୱେବ୍ ରେ ବାମ ପାଖ ଉପରେ ଯେଉଁଠାରେ ପ୍ରତିଲିପି ଲେଖା ଯାଇଛି ଏହା ଉପରେ କ୍ଲିକ୍ କରି ଭିନ୍ନ ଭିନ୍ନ ଭାଷା ପରିବର୍ତ୍ତନ କରି ପାରିବେ। 

iOS ରେ :

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?