ମୁଁ ମୋ ଲେଖା ସାଙ୍ଗମାନଙ୍କୁ କିପରି ସେୟାର କରିବି ?

କୌଣସି ଲେଖା ସେୟାର କରିବା ପାଇଁ :

 

  1. କାହାଣୀଟି ଖୋଲନ୍ତୁ

  2. ଏହା ଉପରେ ଆପଣଙ୍କୁ ଫେସବୁକ୍ କିମ୍ବା ଅନ୍ୟ ସେୟାର କରିବା ନିମନ୍ତେ ସୂଚନା ମିଳିବ

  3. ସେୟାର କରିବାକୁ ଚାହୁଁଥିବା ମାଧ୍ୟମ ଉପରେ କ୍ଲିକ୍ କରି ଏହାକୁ ସେୟାର କରନ୍ତୁ ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?