ଷ୍ଟୋରୀ ପୋଷ୍ଟ କରିବା ପରେ ଏହା କେଉଁଠାରେ ଦେଖାଯାଏ ?

ଷ୍ଟୋରୀ ପୋଷ୍ଟ କରିବା ପରେ ଆପଣ ଏହାକୁ 

 

  • ନିଜ ପ୍ରୋଫାଇଲ୍ ଫୋଟୋ ରେ ଏକ ଲାଲ ଚିହ୍ନ ଭାବରେ ଦେଖି ପାରିବେ। 

  • ହୋମ୍ ପେଜ ରେ ଏହା ଆପଣଙ୍କ ଫଲୋଅର୍ ମାନଙ୍କୁ ଦେଖାଯିବ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?