ଏହି ମାସର ସମ୍ପୂର୍ଣ୍ଣ ରୋଜଗାର ମୁଁ କେଉଁଠାରେ ଦେଖି ପାରିବି ?

ଆପଣ ରୋଜଗାର କରିଥିବା ଅର୍ଥର ୪୨% ଆପଣଙ୍କୁ ମିଳିଥାଏ। ବଳକା ଅର୍ଥ ପ୍ରତିଲିପି ଓ ପେମେଣ୍ଟ ଗେଟ୍ ୱେ ସହିତ ସେୟାର ହୋଇଥାଏ। ଆପଣ ୧ ଟଙ୍କା ରୋଜଗାର କରିବା ମାତ୍ରକେ ଆପଣଙ୍କୁ ମୋ ରୋଜଗାର ବିଭାଗ ଦେଖାଯିବ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?