ଧାରାବାହିକର ପ୍ରକାଶିତ ଭାଗ କିପରି ଏଡିଟ୍ କରି ପାରିବି ?

ଆପଣ କୌଣସି ପ୍ରକାଶ କରିଥିବା କିମ୍ବା ଡ୍ରାଫ୍ଟ ରେ ରଖିଥିବା କାହାଣୀ କୌଣସି ସମୟରେ ଏଡ଼ିଟ୍ କରି ପାରିବେ। 

 

  • କାହାଣୀ ଏଡିଟ୍ କରିବା ପାଇଁ ଏହାକୁ ଲେଖନ୍ତୁ ଚିହ୍ନ ଉପରେ କ୍ଲିକ୍ କରି ସେଠାରୁ ବାଛି କିମ୍ବା ନିଜ ପ୍ରୋଫାଇଲ୍ କୁ ଯାଇ ସବୁ ଲେଖା ମଧ୍ୟରୁ ବାଛି କ୍ଲିକ୍ କରି ଖୋଲନ୍ତୁ।

  • ଏବେ ଏହା ଉପରେ ଆପଣଙ୍କୁ ଏଡିଟ୍ ସୂଚନା ଦେଖାଯିବ। ଏହା ଉପରେ କ୍ଲିକ୍ କରି ଆପଣ ଲେଖାରେ ସମସ୍ତ ପ୍ରକାରର ପରିବର୍ତ୍ତନ କରି ପାରିବେ। 

  • ଚାହୁଁଥିବା ପରିବର୍ତ୍ତନ କରି ଆଗକୁ ବଢ଼ି ଏହାକୁ ସେବ କରନ୍ତୁ କିମ୍ବା ପ୍ରକାଶିତ କରି ଦିଅନ୍ତୁ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?