ପ୍ରତିଲିପି କଣ୍ ?

ପ୍ରତିଲିପି ଭାରତର ସର୍ବ ବୃହତ୍ ଅନଲାଇନ୍ କାହାଣୀ ପ୍ରକାଶନ ମଞ୍ଚ। 2.5 କୋଟି ପାଠକ,2.7 ଲକ୍ଷ ଲେଖକ ମାନଙ୍କୁ ନେଇ ପ୍ରତିଲିପି ପରିବାର ଯାହାକି ଲେଖକ ମାନଙ୍କର ଲେଖାକୁ ଆପଣଙ୍କ ବିନା ଟେକ୍ ପରିଶ୍ରମରେ ପାଠକ ମାନଙ୍କ ପାଖରେ ପହଞ୍ଚାଇ ଥାଏ। ପ୍ରତିଲିପି ରେ ପ୍ରତି ବର୍ଷ ୫୦ ରୁ ଅଧିକ ଲେଖକ ପୁସ୍ତକ ପ୍ରକାଶନ ନିମନ୍ତେ ବିଭିନ୍ନ ପ୍ରକାଶନ ସଂସ୍ଥା ଦ୍ଵାରା ଆମନ୍ତ୍ରିତ ହୋଇଥାନ୍ତି। ଏହା ବ୍ୟତୀତ "ଦ ରାଇଟ ଅର୍ଡର୍" ଆମର ନିଜସ୍ୱ ପ୍ରକାଶନ ସଂସ୍ଥା। ତେଣୁ ଏକ ଲୋକପ୍ରିୟ ଲେଖା ପ୍ରକାଶ କରନ୍ତୁ ଓ ପରବର୍ତ୍ତୀ ବେଷ୍ଟ୍ ସେଲର୍ ରେ ସାମିଲ୍ ହୁଅନ୍ତୁ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?