ମୁଁ ଅଧିକରୁ ଅଧିକ କାହାଣୀ କିପରି ଆପ ରେ ପଢ଼ି ପାରିବି ?

  • ଆପଣ ଦୁଇ ପ୍ରକାର ଭାବରେ ପ୍ରତିଲିପି ରେ ଲେଖା ଗୁଡିକ ପାଇ ପାରିବେ। 

  • ଆପଣ ହୋମ୍ ପେଜ ରେ ଦିଆଯାଇଥିବା ଲେଖା ପଢ଼ିବା ଆରମ୍ଭ କରିବା ମାତ୍ରକେ ସେହି ପ୍ରକାରର ଲେଖା ଧୀରେ ଧୀରେ ଆପଣଙ୍କୁ ପଢ଼ିବା ପାଇଁ ମିଳିବ। 

  • ଏହା ଆପଣଙ୍କ ହୋମ୍ ପେଜ ରେ ଦେଖାଯିବ। 

  • କିମ୍ବା ଆପଣ କୌଣସି ଲେଖକ,ଲେଖା,ବିଭାଗ ଓ ଶ୍ରେଣୀ ଆଦି ଅନୁସାରେ ସର୍ଚ୍ଚ ବଟନ୍ ଉପରେ କ୍ଲିକ୍ କରି ସର୍ଚ୍ଚ କରି ପଢ଼ି ପାରିବେ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?