କେଉଁ ସ୍ଥାନରେ ରିପୋର୍ଟ୍ କରିବେ ?
ଆପଣଙ୍କ ସମସ୍ୟା ସବୁ ପ୍ରତିଲିପି ଆପ ର ସେଟିଙ୍ଗ ରେ ଥିବା "ସହାୟତା କେନ୍ଦ୍ର" ରେ "ସହାୟତା" ବିକଳ୍ପ ରେ ବିସ୍ତୃତ ଭାବରେ ରିପୋର୍ଟ କରନ୍ତୁ। ଏହା ଆମକୁ ଆପଣଙ୍କ ପ୍ରୋଫାଇଲ୍ ପାଇବାରେ ସହାୟକ ହେବ ଓ ଆମେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ସମସ୍ୟା ସହଜରେ ସମାଧାନ କରି ଉତ୍ତର ଦେଇପାରିବୁ। ସିଧା ସଳଖ ଇମେଲ ରେ ମେସେଜ କରୁଥିଲେ ଆପଣଙ୍କ ପ୍ରତିଲିପି ରେ ପଞ୍ଜୀକୃତ ଇମେଲ ରୁ ମେସେଜ କରିବାକୁ ଚେଷ୍ଟା କରନ୍ତୁ।
ଅଶ୍ଳୀଳ ଓ ଚୋରି/ନକଲ ଲେଖାକୁ ଆମେ ସଙ୍ଗେ ସଙ୍ଗେ ହଟାଇ ଦେବୁ। କେଉଁ ପ୍ରକାରର ଲେଖା ଦେଖିବା ମାତ୍ରକେ ରିପୋର୍ଟ୍ କରିବେ :
-
ଅଶ୍ଳୀଳ
-
ଚୋରି/ନକଲ ଲେଖା
-
ବ୍ୟକ୍ତିଗତ ଆକ୍ରମଣ
-
ଅସଭ୍ୟ ବ୍ୟବହାର
-
ଅଯଥା ମନ୍ତବ୍ୟ
ଅନ୍ୟ କେଉଁ ସ୍ଥାନରେ ରିପୋର୍ଟ୍ କରିବେ ?
-
ପୋଷ୍ଟ/ଲେଖା/କମେଣ୍ଟ ଡାହାଣ ପାଖରେ ଆପଣଙ୍କୁ ସବୁ ସ୍ଥାନରେ ରିପୋର୍ଟ୍ ବଟନ୍ ମିଳିବ।
-
ଏହା ଉପରେ କ୍ଲିକ୍ କରି ଆଗକୁ ବଢନ୍ତୁ ଓ ରିପୋର୍ଟ୍ କରନ୍ତୁ।