କୌଣସି ଲିଙ୍କ୍ ଇମେଲ ରେ ମିଳି ନାହିଁ କଣ୍ କରିବେ ?

ଯଦି ଆପଣଙ୍କୁ ପ୍ରତିଲିପି ତରଫରୁ କୌଣସି ଲିଙ୍କ୍ ଇମେଲ ରେ ମିଳିନାହିଁ ତେବେ 

  • ଇମେଲରେ ସ୍ପାମ ଫୋଲ୍ଡର ଦେଖନ୍ତୁ। 

  • ଇମେଲ ଠିକଣା ସଠିକ୍ ଅଛି କି ନାହିଁ ଦେଖନ୍ତୁ। 

  • ବେଳେ ବେଳେ ଲିଙ୍କ୍ ପହଞ୍ଚାଇବାରେ ବିଳମ୍ବ ହୋଇଥାଏ ତେଣୁ ଅତି କମରେ ୫ ମିନିଟ୍ ଅପେକ୍ଷା କରନ୍ତୁ। 

  • ଯଦି ୧ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଲିଙ୍କ୍ ମିଳିନାହିଁ ତେବେ ଆମକୁ ସମ୍ପର୍କ କରନ୍ତୁ।  

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?