ମୁଁ ଫେଲୋ କରୁଥିବା ଲେଖକଙ୍କ ଲେଖା କିପରି ପଢ଼ିବି ?

ପ୍ରତିଲିପିରେ ଅନ୍ୟ ୟୁଜର ମାନଙ୍କର କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣ ତାଙ୍କୁ ଫଲୋ କରିପାରିବେ । ଫଲୋ କରିବାପରେ ସେ ପ୍ରକାଶିତ କରୁଥିବା ନୂଆ ଲେଖାର ନୋଟିଫିକେସନ ଆପଣଙ୍କୁ ମିଳିବ । ଆପଣ ତାଙ୍କୁ ମେସେଜ ପଠାଇ ପାରିବେ । ନୋଟିଫିକସନ ବନ୍ଦ କରିବା ପାଇଁ ଆପଣ କୌଣସି ସମୟରେ ତାଙ୍କୁ ଅନଫଲୋ କରିପାରିବେ ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?