ପ୍ରତିଲିପି ପ୍ରିମିୟମ ସବସ୍କ୍ରିପସନ୍ କାର୍ଯ୍ୟକ୍ରମ କଣ ?

ମାସିକ ସବସ୍କ୍ରିପସନ୍ ପ୍ରୋଗ୍ରାମ :

୧. ଏହା ଏକ ମାସିକ ସବସ୍କ୍ରିପସନ୍ ପ୍ରୋଗ୍ରାମ ବିଭିନ୍ନ ସୁବିଧା ଅନଲକ୍ କରିବା ପାଇଁ।

୨. ଏହାଦ୍ବାରା ଆପଣ ସରିଯାଇଥିବା ସମସ୍ତ ଧାରାବାହିକ ର ଭାଗ ତଥା ଚାଲିଥିବା ସମସ୍ତ ଧାରାବାହିକର ଭାଗ ଅନଲକ୍ କରି ପାରିବେ।

୩. ଭବିଷ୍ୟତରେ ପ୍ରିମିୟମ ଧାରାବାହିକ ମଧ୍ୟ ଅନଲକ୍ କରି ପାରିବେ।

୪. ସବୁ ସୁପର୍ ଫ୍ୟାନ ଭାଗ ୫ ଦିନ ପୂର୍ବରୁ ଅନଲକ୍ କରି ପାରିବେ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?