ମୁଁ ଜଣେ ୟୁଜର ଙ୍କୁ ମେସେଜ ପଠାଇଛି କିନ୍ତୁ ଏହା ପେଣ୍ଡିଙ୍ଗ ଅଛି ଦେଖାଉଛି ?

ଆପଣ କୌଣସି ବ୍ୟକ୍ତିଙ୍କୁ ମେସେଜ ପଠାଇଲା ପରେ ସେ ଯଦି ଏହାକୁ ଗ୍ରହଣ କରିବେ ଓ ଉତ୍ତର ଦେବାକୁ ଚାହିଁବେ ତେବେ ଏହି ପେଣ୍ଡିଙ୍ଗ ଚିହ୍ନ ହଟିଜିବ। 

ଆପଣଙ୍କ ବନ୍ଧୁତା ସ୍ବୀକାର କରିବା ପରେ ହିଁ ଆପଣ ତାଙ୍କୁ ମେସେଜ କରି ପାରିବେ। ନହେଲେ ସବୁବେଳେ ଏହା ପେଣ୍ଡିଙ୍ଗ ଭାବରେ ଦେଖାଯିବ।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?