ମୋ ପ୍ରତିଲିପି ଲେଖାର କୌଣସି ବ୍ୟକଅପ୍ ମୋତେ ମିଳିବ କି ?

ପ୍ରତିଲିପି ତରଫରୁ ଆପଣଙ୍କୁ ସମସ୍ତ ଲେଖା ଏକା ଥରକେ ବ୍ୟାକ ଅପ୍ ଭାବରେ ପଠାଇ ଦିଆଯାଇ ପାରିବ ନାହିଁ। ଆପଣ ନିଜ ପ୍ରୋଫାଇଲ୍ ରେ ଏହାକୁ ଦେଖି ପାରିବେ। ପ୍ରୋଫାଇଲ୍ ରେ ସକ୍ରିୟ ନ ରହିଥିଲେ ମଧ୍ୟ ଆପଣଙ୍କ ସମସ୍ତ ଲେଖା ସୁରକ୍ଷିତ ରହିବ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?