ମୁଁ ଚାଟ୍ ରୁମ୍ ରୁ ସୁପର୍ ଫ୍ୟାନ ମାନଙ୍କୁ ଯୋଗ/ହଟାଇ ପାରିବି କି ?

ଆପଣଙ୍କୁ ମାସକୁ ୨୫ ଟଙ୍କା ଦେଇ ଆପଣଙ୍କ ପ୍ରୋଫାଇଲ୍ କୁ ସବସ୍କ୍ରାଇବ୍ କରିଥିବା ପାଠକ ମାନେ ହିଁ କେବଳ ଆପଣଙ୍କ ସୁପର୍ ଫ୍ୟାନ ଚାଟ୍ ରୁମ୍ ରେ ଦେଖାଜିବେ। ଆପଣ ଏହି ୟୁଜର ମାନଙ୍କୁ ଆପଣଙ୍କ ଚାଟ୍ ରୁମ୍ ରେ ଯୋଗ କିମ୍ବା ହଟାଇ ପାରିବେ। ଯଦି କୌଣସି ସୁପର୍ ଫ୍ୟାନଙ୍କ ମେସେଜ ବାରମ୍ବାର ରିପୋର୍ଟ୍ ହେଉଛି ତେବେ ଆପଣ ତାଙ୍କୁ ଚାଟ୍ ରୁମ୍ ରୁ ହଟାଇ ପାରିବେ।

 

ଆପଣ ନିଜ ପ୍ରିୟ ଲେଖକଙ୍କୁ ଏହି ଚାଟ୍ ରୁମ୍ ରେ ମେସେଜ କରି ପାରିବେ,ଲେଖକ ମାନେ ନିଜ ଫ୍ୟାନ ମାନଙ୍କ ସହିତ ସିଧା ସଳଖ ଅଧିକ ବ୍ୟକ୍ତିଗତ ଭାବରେ ଜଡ଼ିତ ହୋଇ ପାରିବେ। ଲେଖକ ଓ ପାଠକ ପରସ୍ପର ସହିତ କାହାଣୀର ନୂଆ ଭାଗ କିମ୍ବା ଅନ୍ୟ କୌଣସି ବିଷୟରେ ଆଲୋଚନା କରି ପାରିବେ। ଏହା ଏକ ବୁକ୍ କ୍ଳବ୍ ଭଳି।

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?