ମୁଁ ଯଦି ମୋ ଧାରାବାହିକ କୁ ସବସ୍କ୍ରିପସନ୍ ରେ ଯୋଗ କରିବି ଓ ହଟାଇ ନେବି ଓ ପରିବର୍ତ୍ତନ କରି ଚାଲିଥିବି ତେବେ କଣ୍ ହେବ ?

ଆପଣଙ୍କ ପାଠକ ମାନେ ଧୀରେ ଧୀରେ ଆପଣଙ୍କୁ ଅନ୍ ସବସ୍କ୍ରାଇବ କରି ଦେଇ ପାରନ୍ତି। ଏହାପରେ ଆପଣଙ୍କୁ ଧୀରେ ଧୀରେ ପଢ଼ିବା ବନ୍ଦ୍ ମଧ୍ୟ କରିଦେଇ ପାରନ୍ତି। ଏଥିପ୍ରତି ଧ୍ୟାନ ଦିଅନ୍ତୁ।

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?