କୌଣସି ଲେଖା କିପରି ଲାଇବ୍ରେରୀ ରେ ଯୋଗ କରିବି ?

  • କୌଣସି ଲେଖା ଉପରେ ଥିବା ଲାଇବ୍ରେରୀ ଉପରେ କ୍ଲିକ୍ କରି ଆପଣ ଏହାକୁ ଯୋଗ କରି ପାରିବେ। 

  • ଏହା ଆପ ଓ ୱେବ୍ ରେ ସମାନ ପ୍ରକାର ଭାବରେ କରି ପାରିବେ। 

  • କୌଣସି ଲେଖା ଓ ଧାରାବାହିକ ଉପରେ ଥିବେ ପ୍ଲସ ବଟନ୍ ଉପରେ କ୍ଲିକ୍ କରି ଆପଣ ଏହାକୁ ଯୋଗ କରି ପାରିବେ। 

  • ଲାଇବ୍ରେରୀ ରେ ଥିବା କୌଣସି ଲେଖାକୁ ହଟାଇବା ପାଇଁ ଏହାକୁ ଲାଇବ୍ରେରୀ କୁ ଯାଆନ୍ତୁ ଓ ଏହାର ଡାହାଣ ପାଖରେ ଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍ କରି ଏହାକୁ ହଟାଇ ଦିଅନ୍ତୁ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?