ଅନେକ ପାଠକ କାହାଣୀ ନ ପଢ଼ି ଲେଖା ଉପରେ ଖରାପ ରେଟିଙ୍ଗ ଦେଉଛନ୍ତି। ଏହାକୁ ହଟାଇ ପାରିବେ କୁ ?

ଏହା ସମ୍ପୂର୍ଣ ଭାବରେ ପାଠକଙ୍କ ଉପରେ ନିର୍ଭର କରେ। ଲେଖା ଉପରେ ହେଉଥିବା ସମସ୍ତ ମନ୍ତବ୍ୟ ଉପରେ ପ୍ରତିଲିପି ଲକ୍ଷ୍ୟ ରଖିଥାଏ। ଯଦି ଏଥିରେ କୌଣସି ଗ୍ରୁପ୍ ର କାର୍ଯ୍ୟକଳାପ କିମ୍ବା ବ୍ୟକ୍ତିଗତ ମନ୍ତବ୍ୟ ଦେଖିବାକୁ ମିଳେ ତେବେ ପ୍ରତିଲିପି ଏହାକୁ ହଟାଇ ଦେଇଥାଏ। 

 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?