ମୋ ସେବ ହୋଇଥିବା ପାସ୍ ୱାର୍ଡ କେଉଁଠାରେ ଦେଖିବି ?

ପ୍ରତିଲିପି ଆପଣଙ୍କର କୌଣସି ପାସ୍ ୱାର୍ଡ ସେବ କରି ରଖେ ନାହିଁ। ଏହି ଫିଚର୍ ଆପଣ ଆପଣଙ୍କ ଫୋନ୍ ରେ ଗୁଗଲ ପାସ୍ ୱାର୍ଡ ସେଭର ଦ୍ଵାରା ବ୍ୟବହାର କରି ପାରିବେ। ଏହା ଆପଣଙ୍କୁ ପାସ୍ ୱାର୍ଡ ସେବ, ପରିବର୍ତ୍ତନ ଓ ଡିଲିଟ୍ କରିବାରେ ସହାୟକ ହେବ। ଏଥି ନିମନ୍ତେ ଗୁଗଲ ହେଲ୍ପ ସେଣ୍ଟର୍ ର ସହାୟତା ନିଅନ୍ତୁ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?