ବିନା ଇଣ୍ଟରନେଟ୍ ରେ କାହାଣୀ କିପରି ପଢ଼ିବି ?

  • ଅଫଲାଇନ କାହାଣୀ ପଢ଼ିବା ନିମନ୍ତେ ପ୍ରଥମେ ଆପ ଖୋଲି କାହାଣୀ ଉପରେ କ୍ଲିକ୍ କରନ୍ତୁ। 

  • ଏବେ ଆପଣଙ୍କୁ ଏହା ଉପରେ ଡାଉନଲୋଡ୍ ବିକଳ୍ପ ଦେଖିବାକୁ ମିଳିବ। 

  • ଏହାକୁ ଡାଉନଲୋଡ୍ କରି ଆପଣ ନିଜ ଲାଇବ୍ରେରୀ ରେ ପରବର୍ତ୍ତୀ ସମୟରେ ବିନା ଇଣ୍ଟରନେଟ୍ ରେ ପଢ଼ି ପାରିବେ। 

  • ଏହାକୁ ପରବର୍ତ୍ତୀ ସମୟରେ ହଟାଇ ମଧ୍ୟ ପାରିବେ। 

ସମ୍ପର୍କିତ ସୂଚନା ସହାର୍ଯ୍ୟକାରୀ ଥିଲା ?